^ ^ଜନ୍ମଦିନର ଅନେକ ଅନେକ ଶୁଭକାମନା ^ ^
centered image
ପରିଚୟ

ଶ୍ରୀଯୁକ୍ତ ଧନଞ୍ଜୟ ସ୍ୱାଇଁ

ଜନ୍ମ ତାରିଖ ୦୯/୦୭/୧୯୬୩

ଠିକଣା : କଟକ

ଫୋନ ନମ୍ବର : x

ଓଡ଼ିଶା ଶିଶୁ କିଶୋର ସାହିତ୍ୟ ଏକାଡେମୀ ର ମାନନୀୟ ସଦସ୍ୟ ଶ୍ରୀ ଯୁକ୍ତ ଧନଞ୍ଜୟ ସ୍ୱାଇଁ ୧୯୬୩ ମସିହା ଜୁଲାଇ ମାସ ୯ତାରିଖରେ କଟକ ଜିଲ୍ଲା ର ନିଆଳି ନିକଟ ଶେଳଦା ଗ୍ରାମରେ ଜନ୍ମ ଗ୍ରହଣ କରିଥିଲେ । ପିତା ଶ୍ରୀଯୁକ୍ତ ନିତ୍ୟାନନ୍ଦ ସ୍ୱାଇଁ ଏବଂ ମାତା ଶ୍ରୀମତୀ ଧିର ଲତା ସ୍ୱାଇଁଙ୍କ ଆଶୀର୍ବାଦରୁ ସାଧନା ବଳରେ ସେ ନିଜକୁ ଜଣେ ପ୍ରତିଷ୍ଠିତ ସାହିତ୍ୟିକ ଭାବରେ ପରିଚିତ କରି ପାରିଛନ୍ତି। ବରିଷ୍ଠ ପ୍ରଶାସନିକ ଅଧିକାରୀ ଭାବରେ ରାଜ୍ଯ ସରକାରଙ୍କର ବିଭିନ୍ନ ବିଭାଗ ରେ କାର୍ଯ କରି ସୁନାମ ଅର୍ଜନ କରିଛନ୍ତି। ସୁନାମଧନ୍ୟ ଗୀତିକାର, ଶିଶୁ ସାହିତ୍ୟିକ ଭାବେ ଓଡିଶାରେ ବେଶ୍ ପରିଚିତ ଶ୍ରୀଯୁକ୍ତ ସ୍ୱାଇଁ ଙ୍କର ୬୨ତମ ଜନ୍ମ ଜୟନ୍ତୀରେ ଆମେ ତାଙ୍କର ଦୀର୍ଘ ଜୀବନ କାମନା କରି ମହାପ୍ରଭୁ ଙ୍କ ନିକଟରେ ପ୍ରାର୍ଥନା କରୁଛୁ।

ମିଳିଥିବା ଶୁଭେଚ୍ଛା ବାର୍ତ୍ତା

ଧୀରେନ ମିଶ୍ର

09-07-2026 / 15:48:12

ଜନ୍ମଦିନର ଅନେକ ଅନେକ ଶୁଭେଚ୍ଛା ଓ ଅଭିନନ୍ଦନ ସାର୍ । ନମସ୍କାର ।

ବିଜୟ କୁମାର ଛାଟୋଇ

07-07-2025 / 18:07:51

ଦୀର୍ଘ ଓ ନିରାମୟ ଜୀବନ କାମନା କରୁଛି

ବୃନ୍ଦାବନ କୁମ୍ଭାର

01-07-2025 / 17:14:38

ଦୀର୍ଘ ଜୀବନ କାମନା କରେ ଈଶ୍ୱର ମଙ୍ଗଳ କରନ୍ତୁ

ପ୍ରିୟ ଲେଖକ/ ଲେଖିକାଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାନ୍ତୁ

ଆପଣଙ୍କ ନାମ / Name

ଆପଣଙ୍କ ଇମେଲ / ଫୋନ -Email or Phone No (the information will be not disclosed)

ଆପଣଙ୍କ ମତାମତ / Opinion