^ ^ଜନ୍ମଦିନର ଅନେକ ଅନେକ ଶୁଭକାମନା ^ ^
centered image
ପରିଚୟ

ଶ୍ରୀମତୀ ସସ୍ମିତା ସ୍ୱାଇଁ

ଜନ୍ମ ତାରିଖ ୦୧/୦୭/୧୯୭୭

ଠିକଣା : ବାଳକାଟୀ

ଫୋନ ନମ୍ବର : x

ଓଡ଼ିଶା ଶିଶୁ କିଶୋର ସାହିତ୍ୟ ଏକାଡେମୀର ମାନନୀୟା ସଦସ୍ୟା ଶ୍ରୀମତୀ ସସ୍ମିତା ସ୍ୱାଇଁ ୧୯୭୭ ମସିହା ଜୁଲାଇ ମାସ ୧ତାରିଖରେ ଖୋର୍ଦ୍ଧା ଜିଲ୍ଲା ବାଳକାଟୀ ନିକଟ ଶିଶିଲୋ ଗ୍ରାମରେ ଜନ୍ମ ଗ୍ରହଣ କରିଥିଲେ । ପିତା ଶ୍ରୀଯୁକ୍ତ ଉପେନ୍ଦ୍ର ସ୍ୱାଇଁ ଏବଂ ମାତା ସରଳା ସ୍ୱାଇଁ ଙ୍କର ଆଶୀର୍ବାଦ ରୁ ସାଧନା ବଳରେ ନିଜକୁ ଜଣେ ସଫଳ ସାରସ୍ୱତ ସାଧକ ଭାବରେ ପରିଚିତ କରାଇ ପାରିଛନ୍ତି। ଆଜି ୪୮ ତମ ଜୟନ୍ତୀ ଉତ୍ସବରେ ଆମେ ତାଙ୍କର ଦୀର୍ଘ ଜୀବନ କାମନା କରି ମହାପ୍ରଭୁଙ୍କ ନିକଟରେ ପ୍ରାର୍ଥନା କରୁଛୁ।

ମିଳିଥିବା ଶୁଭେଚ୍ଛା ବାର୍ତ୍ତା

ଧୀରେନ ମିଶ୍ର

09-07-2026 / 15:40:54

ଜନ୍ମଦିନର ଅଭିନନ୍ଦନ ।

ପ୍ରିୟ ଲେଖକ/ ଲେଖିକାଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାନ୍ତୁ

ଆପଣଙ୍କ ନାମ / Name

ଆପଣଙ୍କ ଇମେଲ / ଫୋନ -Email or Phone No (the information will be not disclosed)

ଆପଣଙ୍କ ମତାମତ / Opinion