^ ^ଜନ୍ମଦିନର ଅନେକ ଅନେକ ଶୁଭକାମନା ^ ^
centered image
ପରିଚୟ

ଡକ୍ଟର ରେଖା ଦାସ

ଜନ୍ମ ତାରିଖ ୧୨/୦୭/୧୯୪୪

ଠିକଣା : କଟକ

ଫୋନ ନମ୍ବର : x

ଓଡ଼ିଶା ଶିଶୁ କିଶୋର ସାହିତ୍ୟ ଏକାଡେମୀ ର ମାନନୀୟା ସଦସ୍ୟା ଡକ୍ଟର ରେଖା ଦାସ ୧୯୪୪ ମସିହା ଜୁଲାଇ ମାସ ୧୨ତାରିଖରେ କଟକ ସହରରେ ଜନ୍ମ ଗ୍ରହଣ କରିଥିଲେ । ପିତା ଡାକ୍ତର ପୂର୍ଣଚନ୍ଦ୍ର ମହାନ୍ତି ଏବଂ ମାତା ଜୋସ୍ନା ମୟ ମହାନ୍ତି ଙ୍କର ଆଶୀର୍ବାଦରୁ ସେ ନିଜର ସାଧନା ବଳରେ ନିଜକୁ ଜଣେ ପ୍ରତିଷ୍ଠିତ ସାହିତ୍ୟିକ ଭାବରେ ପରିଚିତ କରି ପାରିଛନ୍ତି। ଅନେକ ପୁରସ୍କାର ପାଇ ଓଡିଆ ଭାଷା ସାହିତ୍ୟ କୁ ଋଦ୍ଧିମନ୍ତ କରିଛନ୍ତି। ଆଜି ୮୧ ତମ ଜନ୍ମ ଦିନରେ ଆମେ ତାଙ୍କର ଦୀର୍ଘ ଜୀବନ କାମନା କରି ମହାପ୍ରଭୁଙ୍କ ନିକଟରେ ପ୍ରାର୍ଥନା କରୁଛୁ।

ମିଳିଥିବା ଶୁଭେଚ୍ଛା ବାର୍ତ୍ତା

ପ୍ରିୟ ଲେଖକ/ ଲେଖିକାଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାନ୍ତୁ

ଆପଣଙ୍କ ନାମ / Name

ଆପଣଙ୍କ ଇମେଲ / ଫୋନ -Email or Phone No (the information will be not disclosed)

ଆପଣଙ୍କ ମତାମତ / Opinion