^ ^ଜନ୍ମଦିନର ଅନେକ ଅନେକ ଶୁଭକାମନା ^ ^
centered image
ପରିଚୟ

ଶ୍ରୀଯୁକ୍ତ ଧୀରେନ ମିଶ୍ର

ଜନ୍ମ ତାରିଖ ୧୩/୦୭/୧୯୬୭

ଠିକଣା : ଅନୁଗୁଳ

ଫୋନ ନମ୍ବର : x

ଓଡ଼ିଶା ଶିଶୁ କିଶୋର ସାହିତ୍ୟ ଏକାଡେମୀ ର ମାନନୀୟ ସଦସ୍ଯ ଶ୍ରୀଯୁକ୍ତ ଧୀରେନ ମିଶ୍ର ୧୯୬୭ ମସିହା ଜୁଲାଇ ମାସ ୧୩ ତାରିଖରେ ଅନଗୁଳ ଜିଲ୍ଲା ସଚରାଙ୍ଗଠାରେ ଜନ୍ମ ଗ୍ରହଣ କରିଥିଲେ । ପିତା ଶ୍ରୀଯୁକ୍ତ ପ୍ରାଣ ବଂଧୁ ମିଶ୍ର ଏବଂ ମାତା ମାଳତୀ ମିଶ୍ର ଙ୍କର ଆଶୀର୍ବାଦ ରୁ ସେ ନିଜକୁ ସାରସ୍ୱତ ସାଧନାରେ ନିୟୋଜିତ କରି ଜଣେ ପ୍ରତିଷ୍ଠିତ ସାହିତ୍ୟିକ ଭାବରେ ପରିଚିତ କରି ପାରିଛନ୍ତି। ଆଜି ୫୮ ତମ ଜୟନ୍ତୀ ଉତ୍ସବରେ ଆମେ ତାଙ୍କର ଦୀର୍ଘ ଜୀବନ କାମନା କରି ମହାପ୍ରଭୁଙ୍କ ନିକଟରେ ପ୍ରାର୍ଥନା କରୁଛୁ।

ମିଳିଥିବା ଶୁଭେଚ୍ଛା ବାର୍ତ୍ତା

ପ୍ରିୟ ଲେଖକ/ ଲେଖିକାଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାନ୍ତୁ

ଆପଣଙ୍କ ନାମ / Name

ଆପଣଙ୍କ ଇମେଲ / ଫୋନ -Email or Phone No (the information will be not disclosed)

ଆପଣଙ୍କ ମତାମତ / Opinion