^ ^ଜନ୍ମଦିନର ଅନେକ ଅନେକ ଶୁଭକାମନା ^ ^
centered image
ପରିଚୟ

ଶ୍ରୀଯୁକ୍ତ ନିରଞ୍ଜନ ସାହୁ

ଜନ୍ମ ତାରିଖ ୨୦/୦୭/୧୯୫୪

ଠିକଣା : ଆନନ୍ଦପୁର

ଫୋନ ନମ୍ବର : x

ଓଡ଼ିଶା ଶିଶୁ କିଶୋର ସାହିତ୍ୟ ଏକାଡେମୀ ର ମାନନୀୟ ସଦସ୍ୟ ଶ୍ରୀଯୁକ୍ତ ନିରଞ୍ଜନ ସାହୁ ଙ୍କର ଜନ୍ମ ୧୯୫୪ ମସିହା ଜୁଲାଇ ମାସ ୨୦ ତାରିଖରେ କେନ୍ଦୁଝର ଜିଲ୍ଲା ଆନନ୍ଦ ପୁର ନିକଟ ଘଷିପୁରା ଠାରେ ହୋଇଥିଲା। ପିତା ଶ୍ରୀଯୁକ୍ତ ଭାବନ ସାହୁ ଏବଂ ମାତା ପାଟରାଣୀ ସାହୁଙ୍କର ଆଶୀର୍ବାଦ ରୁ ସାରସ୍ୱତ ସାଧନାରେ ନିଜକୁ ନିୟୋଜିତ କରି ସେ ସଫଳ ଲେଖକ ଭାବେ ସୁନାମ ଅର୍ଜନ କରିଛନ୍ତି। ଆଜି ୭୧ ତମ ଜୟନ୍ତୀ ଉତ୍ସବରେ ଆମେ ତାଙ୍କର ଦୀର୍ଘ ଜୀବନ କାମନା କରି ମହାପ୍ରଭୁ ଙ୍କ ନିକଟରେ ପ୍ରାର୍ଥନା କରୁଛୁ।

ମିଳିଥିବା ଶୁଭେଚ୍ଛା ବାର୍ତ୍ତା

ଧୀରେନ ମିଶ୍ର

09-07-2026 / 15:33:38

ଜନ୍ମଦିନର ଅନେକ ଅନେକ ଶୁଭେଚ୍ଛା ଓ ଅଭିନନ୍ଦନ ଆଜ୍ଞା । ପ୍ରଣାମ ।

ପ୍ରିୟ ଲେଖକ/ ଲେଖିକାଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାନ୍ତୁ

ଆପଣଙ୍କ ନାମ / Name

ଆପଣଙ୍କ ଇମେଲ / ଫୋନ -Email or Phone No (the information will be not disclosed)

ଆପଣଙ୍କ ମତାମତ / Opinion