^ ^ଜନ୍ମଦିନର ଅନେକ ଅନେକ ଶୁଭକାମନା ^ ^
centered image
ପରିଚୟ

ଶ୍ରୀଯୁକ୍ତ ଶୁଭ ନାରାୟଣ ଶତପଥୀ

ଜନ୍ମ ତାରିଖ ୧୫/୦୭/୧୯୮୦

ଠିକଣା : ପୁରୀ

ଫୋନ ନମ୍ବର : x

ଓଡ଼ିଶା ଶିଶୁ କିଶୋର ସାହିତ୍ୟ ଏକାଡେମୀ ର ମାନନୀୟ ସଦସ୍ୟ ଶ୍ରୀଯୁକ୍ତ ଶୁଭ ନାରାୟଣ ଶତପଥି ୧୯୮୦ ମସିହା ଜୁଲାଇ ମାସ ୧୫ ତାରିଖରେ ପୁରୀ ଜିଲ୍ଲା ବ୍ରହ୍ମଗିରି ନିକଟ ବିଜପୁର୍ ଠାରେ ଜନ୍ମ ହୋଇଥିଲେ। ପିତ ଶ୍ରୀଯୁକ୍ତ ସୁରେନ୍ଦ୍ର କୁମାର ଶତପଥୀ ଏବଂ ମାତା ମଞୁଶ୍ରୀ ଶତପଥିଙ୍କ ଆଶୀର୍ବାଦ ରୁ ସାରସ୍ୱତ ସାଧନାରେ ନିଜକୁ ନିୟୋଜିତ କରି ସେ ଜଣେ ସଫଳ ସାହିତ୍ୟିକ ଭାବେ ସୁନାମ ଅର୍ଜନ କରିଛନ୍ତି। ଆଜିର ୪୬ ତମ ଜନ୍ମ ଦିନରେ ଆମେ ତାଙ୍କର ଦୀର୍ଘ ଜୀବନ କାମନା କରି ମହାପ୍ରଭୁଙ୍କ ନିକଟରେ ପ୍ରାର୍ଥନା କରୁଛୁ।

ମିଳିଥିବା ଶୁଭେଚ୍ଛା ବାର୍ତ୍ତା

ଧୀରେନ ମିଶ୍ର

09-07-2026 / 15:49:47

ଜନ୍ମଦିନର ଅଭିନନ୍ଦନ ଓ ଶୁଭେଚ୍ଛା ଭାଇ ।

ପ୍ରିୟ ଲେଖକ/ ଲେଖିକାଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାନ୍ତୁ

ଆପଣଙ୍କ ନାମ / Name

ଆପଣଙ୍କ ଇମେଲ / ଫୋନ -Email or Phone No (the information will be not disclosed)

ଆପଣଙ୍କ ମତାମତ / Opinion