^ ^ଜନ୍ମଦିନର ଅନେକ ଅନେକ ଶୁଭକାମନା ^ ^
centered image
ପରିଚୟ

ଶ୍ରୀଯୁକ୍ତ ବୀରେନ୍ଦ୍ର କୁମାର ସାମନ୍ତରାୟ

ଜନ୍ମ ତାରିଖ ୧୧/୦୭/୧୯୪୬

ଠିକଣା : ନିମାପଡା

ଫୋନ ନମ୍ବର : x

ଓଡ଼ିଶା ଶିଶୁ କିଶୋର ସାହିତ୍ୟ ଏକାଡେମୀ ର ମାନନୀୟ ସଦସ୍ୟ ଶ୍ରୀଯୁକ୍ତ ବୀରେନ୍ଦ୍ର କୁମାର ସାମନ୍ତରାୟ ଙ୍କର ଜନ୍ମ ୧୯୪୬ ମସିହା ଜୁଲାଇ ମାସ ୧୧ ତାରିଖରେ ଅବିଭକ୍ତ ପୁରୀ ଜିଲ୍ଲା ବାଲିପାଟଣା ବ୍ଲକ ପାଳସାହି ଗ୍ରାମରେ ହୋଇଥିଲା। ପିତା ଶ୍ରୀଯୁକ୍ତ ନିଧି ଖଟୋଇ ଏବଂ ମାତା ହେମ ଦେଇ ଙ୍କର ଆଶୀର୍ବାଦରୁ ସାରସ୍ୱତ ସାଧନାରେ ନିଜକୁ ନିୟୋଜିତ କରି ମହାପ୍ରଭୁ ଙ୍କ ଅପାର କରୁଣାରୁ ଓଡିଆ ଭାଷା ସାହିତ୍ୟ କୁ ଋଧିମନ୍ତ କରିଛନ୍ତି। ୨୦୦ରୁ ଉର୍ଦ୍ଧ୍ ପୁସ୍ତକ ରଚନା କରି କୀର୍ତ୍ତିମାନ ସ୍ଥାପନ କରିଛନ୍ତି । ଉତ୍କଳ ପ୍ରଦୀପ ଭଳି ଏକ କଳା, ସାହିତ୍ୟ, ସଂସ୍କୃତି ର ପରିଚୟ ଗ୍ରନ୍ଥ ରଚନା କରି ସେ ଚିର ସ୍ମରଣୀୟ । ଆଜି ୭୯ତମ ଜୟନ୍ତୀ ଉତ୍ସବରେ ଆମେ ତାଙ୍କର ଦୀର୍ଘ ଜୀବନ କାମନା କରି ମହାପ୍ରଭୁଙ୍କ ନିକଟରେ ପ୍ରାର୍ଥନା କରୁଛୁ।

ମିଳିଥିବା ଶୁଭେଚ୍ଛା ବାର୍ତ୍ତା

ଧୀରେନ ମିଶ୍ର

09-07-2026 / 15:45:22

ଜନ୍ମଦିନର ଅନେକ ଅନେକ ଶୁଭେଚ୍ଛା ଓ ଅଭିନନ୍ଦନ ଆଜ୍ଞା । ପ୍ରଣାମ ।

Nilam Nibedita Sahoo

14-05-2026 / 21:25:41

ଶିଶୁ ସାହିତ୍ୟିକ ବୀରେନ୍ଦ୍ର କୁମାର ସାମନ୍ତରାୟ ଙ୍କ ବାଲ୍ୟ ଜୀବନ

Nilam Nibedita Sahoo

14-05-2026 / 21:24:45

Very nice

ପ୍ରିୟ ଲେଖକ/ ଲେଖିକାଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାନ୍ତୁ

ଆପଣଙ୍କ ନାମ / Name

ଆପଣଙ୍କ ଇମେଲ / ଫୋନ -Email or Phone No (the information will be not disclosed)

ଆପଣଙ୍କ ମତାମତ / Opinion