^ ^ଜନ୍ମଦିନର ଅନେକ ଅନେକ ଶୁଭକାମନା ^ ^
centered image
ପରିଚୟ

ଡକ୍ଟର ସନାତନ ପଣ୍ଡା

ଜନ୍ମ ତାରିଖ ୨୦/୦୭/୧୯୬୫

ଠିକଣା : ଭୁବନେଶ୍ବର

ଫୋନ ନମ୍ବର : x

ଡକ୍ଟର ସନାତନ ପଣ୍ଡା ୨୦/୦୭/୧୯୬୫ ଓଡ଼ିଶା ଶିଶୁ କିଶୋର ସାହିତ୍ୟ ଏକାଡେମୀ ର ମାନନୀୟ ସଦସ୍ୟ ଡକ୍ଟର ସନାତନ ପଣ୍ଡାଙ୍କର ଜନ୍ମ ୧୯୬୫ ମସିହା ଜୁଲାଇ ମାସ ୨୦ ତାରିଖ ରେ ଭଦ୍ରକ ଜିଲ୍ଲା ବହୁଦରଡା ଗ୍ରାମ ରେ ହୋଇଥିଲା। ପିତା ଶ୍ରୀଯୁକ୍ତ ରତ୍ନାକର ପଣ୍ଡା ଏବଂ ମାତା ଶ୍ରୀମତୀ ମାଗୁଣୀପଣ୍ଡାଙ୍କର ଆଶୀର୍ବାଦରୁ ସାରସ୍ୱତ ସାଧନାରେ ନିୟୋଜିତ ହୋଇ ମହାପ୍ରଭୁ ଙ୍କ ଅପାର କରୁଣାରୁ ଓଡିଆ ଭାଷା ସାହିତ୍ୟ ରେ ଜଣେ ପ୍ରତିଷ୍ଠିତ ଲେଖକ ଭାବରେ ନିଜକୁ ପରିଚିତ କରାଇ ପାରିଛନ୍ତି। ଆମ୍ ସାହିତ୍ୟ, ସଂସ୍କୃତି, ଶିକ୍ଷା, ସାକ୍ଷରତା କୁ ନେଇ ଅନେକ ଉପାଦେୟ ଗୀତ ରଚନା କରି ସୁନାମ ଅର୍ଜନ କରିଛନ୍ତି। ଆଜି ୬୦ ତମ ଜୟନ୍ତୀ ଉତ୍ସବରେ ଆମେ ତାଙ୍କର ଦୀର୍ଘ ଜୀବନ କାମନା କରି ମହାପ୍ରଭୁ ଙ୍କ ନିକଟରେ ପ୍ରାର୍ଥନା କରୁଛୁ।

ମିଳିଥିବା ଶୁଭେଚ୍ଛା ବାର୍ତ୍ତା

ଧୀରେନ ମିଶ୍ର

09-07-2026 / 15:43:31

ଜନ୍ମଦିନର ଅନେକ ଅନେକ ଶୁଭେଚ୍ଛା ଓ ଅଭିନନ୍ଦନ ଆଜ୍ଞା । ପ୍ରଣାମ।

ବିଜୟକୁମାର ଛାଟୋଇ

01-07-2024 / 12:26:34

ଅଭିନନ୍ଦନ

ପ୍ରିୟ ଲେଖକ/ ଲେଖିକାଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାନ୍ତୁ

ଆପଣଙ୍କ ନାମ / Name

ଆପଣଙ୍କ ଇମେଲ / ଫୋନ -Email or Phone No (the information will be not disclosed)

ଆପଣଙ୍କ ମତାମତ / Opinion