^ ^ଜନ୍ମଦିନର ଅନେକ ଅନେକ ଶୁଭକାମନା ^ ^
centered image
ପରିଚୟ

ଶ୍ରୀ ଶ୍ୟାମ ପ୍ରକାଶ ସେନାପତି

ଜନ୍ମ ତାରିଖ ୦୭/୦୭/୧୯୭୦

ଠିକଣା : ପୁରୀ

ଫୋନ ନମ୍ବର : x

ଓଡ଼ିଶା ଶିଶୁ କିଶୋର ସାହିତ୍ୟ ଏକାଡେମୀର ମାନନୀୟ ସଦସ୍ୟ ଶ୍ରୀମାନ ଶ୍ୟାମ ପ୍ରକାଶ ସେନାପତି ଙ୍କର ଜନ୍ମ ୧୯୭୦ ମସିହା ଜୁଲାଇ ୭ତାରିଖରେ ପୁରୀ ବଡଦାଣ୍ଡ ସ୍ଥିତ ସେନାପତି ଭବନରେ ହୋଇ ଥିଲା। ପିତା ଡାକ୍ତର ବଂଶୀଧର ସେନାପତି ଏବଂ ମାତା ବିଷ୍ନୁ ପ୍ରିୟା ସେନାପତିଙ୍କ ଆଶୀର୍ବାଦ ରୁ ନିଜର ସାଧନା ବଳରେ ନିଜକୁ ଜଣେ ପ୍ରତିଷ୍ଠିତ ବ୍ଯକ୍ତି ଭାବରେ ପରିଚିତ କରି ପାରିଛନ୍ତି। ଜଣେ ସର୍ବ ଗୁଣ ସଂପର୍ଣ୍ଣ ଯୁବ ପ୍ରତିଭା ଭାବରେ ଗିନିଜବୁକ୍ ଅଫ ରେକର୍ଡ ରେ ନିଜ ନାମକୁ ସ୍ଥାନୀତ କରି ପାରିଛନ୍ତି। ଆଜି ୫୪ ତମ ଜନ୍ମ ଦିନରେ ଆମେ ତାଙ୍କର ଦୀର୍ଘ ଜୀବନ କାମନା କରି ମହାପ୍ରଭୁଙ୍କ ନିକଟରେ ପ୍ରାର୍ଥନା କରୁଛୁ।

ମିଳିଥିବା ଶୁଭେଚ୍ଛା ବାର୍ତ୍ତା

ଧୀରେନ ମିଶ୍ର

09-07-2026 / 15:38:20

ଜନ୍ମଦିନର ଅନେକ ଅନେକ ଶୁଭେଚ୍ଛା ଓ ଅଭିନନ୍ଦନ ଆଜ୍ଞା । ଜୟ ଶ୍ରୀରାଧେକୃଷ୍ଣ।

ପ୍ରିୟ ଲେଖକ/ ଲେଖିକାଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାନ୍ତୁ

ଆପଣଙ୍କ ନାମ / Name

ଆପଣଙ୍କ ଇମେଲ / ଫୋନ -Email or Phone No (the information will be not disclosed)

ଆପଣଙ୍କ ମତାମତ / Opinion