^ ^ଜନ୍ମଦିନର ଅନେକ ଅନେକ ଶୁଭକାମନା ^ ^
centered image
ପରିଚୟ

ସୁଜିତ କୁମାର ମିଶ୍ର

ଜନ୍ମ ତାରିଖ ୧୦/୦୭/୧୯୭୬

ଠିକଣା : କେନ୍ଦୁଝର

ଫୋନ ନମ୍ବର : ୭୬୮୩୮୬୭୭୪୨

ଓଡ଼ିଶା ଶିଶୁ କିଶୋର ସାହିତ୍ୟ ଏକାଡେମୀର ମାନନୀୟ ସଦସ୍ୟ ଶ୍ରୀଯୁକ୍ତ ସୁଜିତ କୁମାର ମିଶ୍ର ୧୯୭୬ ମସିହା ଜୁଲାଇ ମାସ ୧୦ତାରିଖରେ କେନ୍ଦୁଝର ଜିଲ୍ଲା ର ଜନାର୍ଦ୍ଦନପୁର ଶାସନରେ ଜନ୍ମ ଗ୍ରହଣ କରିଥିଲେ । ଶିଶୁ ସାହିତ୍ୟିକ ଭାବେ ଓଡିଶାରେ ବେଶ୍ ପରିଚିତ ଶ୍ରୀଯୁକ୍ତ ମିଶ୍ର ଙ୍କର ଜନ୍ମ ଜୟନ୍ତୀରେ ଆମେ ତାଙ୍କର ଦୀର୍ଘ ଜୀବନ କାମନା କରି ମହାପ୍ରଭୁ ଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା କରୁଛୁ। ଶ୍ରୀ ମିଶ୍ର ଏହିପରି ସାହିତ୍ଯ ସାଧନାରେ ବ୍ରତୀ ହୋଇ ଓଡିଆ ବାଣୀଭଣ୍ଡାରକୁ ସମୃଦ୍ଧ କରୁଥାନ୍ତୁ । ତାଙ୍କୁ ଯୋଗାଯୋଗ କରିବାର ଠିକଣା ହେଲା ମୋବାଇଲ – ୭୬୮୩୮୬୭୭୪୨।

ମିଳିଥିବା ଶୁଭେଚ୍ଛା ବାର୍ତ୍ତା

ଧୀରେନ ମିଶ୍ର

09-07-2026 / 15:46:42

ଜନ୍ମଦିନର ଶୁଭେଚ୍ଛା ଓ ଅଭିନନ୍ଦନ ।

ପ୍ରିୟ ଲେଖକ/ ଲେଖିକାଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାନ୍ତୁ

ଆପଣଙ୍କ ନାମ / Name

ଆପଣଙ୍କ ଇମେଲ / ଫୋନ -Email or Phone No (the information will be not disclosed)

ଆପଣଙ୍କ ମତାମତ / Opinion