ପିଲାଙ୍କ ପାଇଁ ଲେଖା - ବରିଷ୍ଠଙ୍କ କଲମରୁ

( ମଇ:୨୦୨୪ , ପ୍ରଥମ ବର୍ଷ : ପଞ୍ଚମ ସଂଖ୍ୟା ରେ ପ୍ରକାଶିତ )

centered image
 
କବିତା

ପଢ଼ିବା ୱେବ୍ ଜିନ୍

ଲେଖା : ରବୀନ୍ଦ୍ରନାଥ ମାଝୀ

ଛି ଛି ଛି ..ଛି ..
ପିନ୍ଧୁଛୁ ଆଣି ଫଟା ପ୍ୟାଣ୍ଟ୍ , କହୁଛୁ ତାକୁ ଜିନ୍
ଜିନ୍ ଏବେ ବଦଳି ଗଲା ଆ ପଢ଼ିବା ଜିନ୍
ୱେବ୍ ଜିନ୍ ...ୱେବ୍ ଜିନ୍ ।
`ମାଗି `ଖାଇ ଖାଇ
କଦବା କେମିତି ପଢୁଥିଲୁ ମାଗାଜିନ୍
ନିଜ ମୋବାଇଲରେ ଆସିଲାଣି ୱେବ୍ ଜିନ୍
କବିତା,ଗପ ହାତରେ ଟଣା ଛବି
ହେବ ନି କି ତମେ ଆମ ପାଇଁ କୁନି କବି ?
ଆସ ଆସ ପିଲେ ପଢ଼ିବା ୱେବ୍ ଜିନ୍ ।
ଆକାଶରେ ଝୁଲେ ସୁରୁଜ, ତାରା ଶଶୀ
`ୱେବ୍ ଜିନ୍ ` ଝୂଲେ ଆକାଶରେ ଦିବା ନିଶି ।
ଆ ଝୁଲିବା ପଢ଼ି ପଢ଼ି ୱେବ୍ ଜିନ୍
କୁଇନ ବାଇନ,ଜୋସେଫ, ନସରିନ୍।

ଲେଖା ସମ୍ପର୍କୀୟ ମତାମତ

ଏହି ରଚନା ଉପରେ ଆପଣଙ୍କ ମତାମତ ଦିଅନ୍ତୁ

ଆପଣଙ୍କ ନାମ / Name

ଆପଣଙ୍କ ଇମେଲ / ଫୋନ -Email or Phone No (the information will be not disclosed)

ଆପଣଙ୍କ ମତାମତ / Opinion