ପିଲାଙ୍କ ପାଇଁ ଲେଖା - ବରିଷ୍ଠଙ୍କ କଲମରୁ

( ମଇ:୨୦୨୪ , ପ୍ରଥମ ବର୍ଷ : ପଞ୍ଚମ ସଂଖ୍ୟା ରେ ପ୍ରକାଶିତ )

centered image
 
କବିତା

ସୁନା ପିଲା ହବା

ଲେଖା : ଡ଼ାକ୍ତର ଅଶୋକ କୁମାର ସେଠୀ

ଆସ ଆସ ଭାଇ ପଢ଼ିବା ଗୀତା
ବୁଝି ନପାରି ଲେ ନକର ଚିନ୍ତା

ଆସ ଆସ ଭାଇ ଖାଇବା ପିତା
ରୋଗ ହବନି ହବା ଜଗତ ଜିତା
ସଞ୍ଜ ସକାଳେ ନିତି ଯିବା ରେ ଝାଡ଼ା
ବ ଇଦ ହବନି ଆମ ପାଇଁଲୋଡ଼ା
ଖାଇବା ଆଗରୁ ଧୋଇବା ହାତ
ଗରମ ଖାଈଵା ତରକାରୀ ଭାତ
ଚୋବାଇ ଚୋବାଇ ଖାଦ୍ୟ ଖାଇବା
ତାହା ହେଲେ ସୁଆଦ ଯାଣିବା
ଚୋବାଇ ଖାଇଲେ ଗଡ଼ଇ ଲାଳ
ପେଟରେ ହବନି ଗଣ୍ଡଗୋଳ
ସକାଳୁ ନିତି କରିବା ରେ ଯୋଗ
ହବନି ଆମକୁ କେଭେ ରୋଗ
ସଡ଼କ ନିୟମ ମାନି ବାଟଚାଲିବା
ବାଟ ଘାଟ ସଫାସୁତୁରା ରଖିବା
ଗଛ ଲଗାଇ ବା ଆମେ ଗଣି ଗଣି
ବଞ୍ଚାଇ ବା ନିତି ଦେଇ ପାଣି
ଏହି କଥା ମାନି ନିତି ଚଳିବା
ସୁନା ପିଲା ଆମେ ସଭିଏଁ ହବା

∎ ଖୁଣ୍ଟକଟା ,ଆଠଗଡ଼
ମୋ ୯୯୩୮୭୭୦୬୯୭

ଲେଖା ସମ୍ପର୍କୀୟ ମତାମତ

Dinabandhu Poi

03-05-2024 / 14:56:44

ପିଲାଙ୍କ ପାଇଁ ମନଛୁଆଁ ତଥା ହିତକାରୀ କବିତା ,ଖୁବ ସୁନ୍ଦର, ଶୁଭେଛା ଓ ଅଭିନନ୍ଦନ ସାର

ଏହି ରଚନା ଉପରେ ଆପଣଙ୍କ ମତାମତ ଦିଅନ୍ତୁ

ଆପଣଙ୍କ ନାମ / Name

ଆପଣଙ୍କ ଇମେଲ / ଫୋନ -Email or Phone No (the information will be not disclosed)

ଆପଣଙ୍କ ମତାମତ / Opinion