ପିଲାଙ୍କ ପାଇଁ ଲେଖା - ବରିଷ୍ଠଙ୍କ କଲମରୁ

( ଜୁନ:୨୦୨୪ , ପ୍ରଥମ ବର୍ଷ : ଷଷ୍ଠ ସଂଖ୍ୟାରେ ପ୍ରକାଶିତ )

centered image
 
କବିତା

କଞ୍ଚାଲଙ୍କା

ଲେଖା : ଲକ୍ଷ୍ମୀପ୍ରିୟା ଦାସ

ରଙ୍ଗ ଶାଗୁଆ ଭାରି ରାଗୁଆ
ଦେହ ଛୋଟିଆ ତାର,
ଛୋଟ ଦେହରେ ଗୁଣ ହଜାରେ
ନାହିଁ ତୁଳନା ଯା`ର।
ଔଷଧ ନୁହେଁ ଦୂରେଇ ପାରେ
ରୋଗର ଦାଉ କେତେ,
ଗଣିହେବନି ପୋଷକତତ୍ତ୍ଵ
ତା ଦେହେ ଅଛି ଯେତେ।
ରକ୍ତଚାପକୁ କମାଇପାରେ
ସୁସ୍ଥ ରଖଇ ଆଖି,
ରାଗ ହେଲେ ବି ଗୁଣକୁ ଦେଖି
ଆସରେ ଯିବା ଚାଖି।


ସୁଦର୍ଶନ ନଗର,ପୁରୀ-୭୫୨୦୦୨

ଲେଖା ସମ୍ପର୍କୀୟ ମତାମତ

କୁଞ୍ଜବିହାରୀ ସାହୁ

01-06-2024 / 15:05:49

ବହୁତ ବହୁତ ବଢିଆ କବିତା। ଏମିତି କବିତାର ଆଦର ବେଶି, ଶୁଭକାମବା ଜଣାଉଛି ।

ଏହି ରଚନା ଉପରେ ଆପଣଙ୍କ ମତାମତ ଦିଅନ୍ତୁ

ଆପଣଙ୍କ ନାମ / Name

ଆପଣଙ୍କ ଇମେଲ / ଫୋନ -Email or Phone No (the information will be not disclosed)

ଆପଣଙ୍କ ମତାମତ / Opinion