ପିଲାଙ୍କ ପାଇଁ ଲେଖା - ବରିଷ୍ଠଙ୍କ କଲମରୁ

( ଅଗଷ୍ଟ:୨୦୨୪ , ପ୍ରଥମ ବର୍ଷ : ଅଷ୍ଟମ ସଂଖ୍ୟାରେ ପ୍ରକାଶିତ )

centered image
 
କବିତା

ତ୍ରିରଙ୍ଗାର ତାଳଲୟେ

ଲେଖା : ହଂସନାଥ ମୁଦୁଲି

ତ୍ରିରଙ୍ଗାର ତାଳଲୟେ
ଅଗଷ୍ଟ ପନ୍ଦର ଗୀତଟେ ଗାଇ
ମୋ ଦେଶ ବାରତା କହେ
ତ୍ରିରଙ୍ଗାର ତାଳଲୟେ। (0)
ମୋ ଦେଶର ଇତିହାସ
ବୁଝିଛି ପରା ଏ ବିଶ୍ବ
ଗୋଟିଏ କୁଟୁମ୍ବ ଏ ଧରଣୀ ସାରା
ଏମିତି ବାରତା ଦିଏ
ତ୍ରିରଙ୍ଗାର ତାଳଲୟେ। (1)
ସ୍ବାଧୀନ ଭାରତ ଆମ
ଅନେକରେ ଏକ ନାମ
ସବୁରି କଣ୍ଠରେ ଦେଶମାତୃକାର
ଜୟ ଜୟକାର ଶୋହେ
ତ୍ରିରଙ୍ଗାର ତାଳ ଲୟେ। (2)


ଖଣ୍ଡଗିରି (ଡୁମୁଡୁମା - କ)
ଭୁବନେଶ୍ବର – 751030, (ମୋ - 9777968719)

ଲେଖା ସମ୍ପର୍କୀୟ ମତାମତ

ଜୟକୃଷ୍ଣ ସାହୁ

02-08-2024 / 20:02:11

ସୁନ୍ଦର କବିତା। ମନକୁ ଛୁଇଁଲା।

ଡଃ ବିଜୟା ପାତ୍ର

01-08-2024 / 10:36:07

ଭଲ ହେଇଛି। ମନକୁ ପାଇଲା।

Sanjukta parichha

01-08-2024 / 09:59:34

ସ୍ବାଧିନତା ଦିବସର କବିତା ଭଲ ଲାଗିଲା ।

ଏହି ରଚନା ଉପରେ ଆପଣଙ୍କ ମତାମତ ଦିଅନ୍ତୁ

ଆପଣଙ୍କ ନାମ / Name

ଆପଣଙ୍କ ଇମେଲ / ଫୋନ -Email or Phone No (the information will be not disclosed)

ଆପଣଙ୍କ ମତାମତ / Opinion