ପିଲାଙ୍କ ପାଇଁ ଲେଖା - ବରିଷ୍ଠଙ୍କ କଲମରୁ

( ଜାନୁୟାରୀ:୨୦୨୪ , ପ୍ରଥମ ବର୍ଷ : ପ୍ରଥମ ସଂଖ୍ୟା ରେ ପ୍ରକାଶିତ )

centered image
 
କବିତା

କୁନି ପାଇଁ ଚୂନି ଗୀତ

ଲେଖା : ; ନୀଳମଣି ଚାନ୍ଦ

ଠୋ ଠା ଠି
ମାଛି କରଇ ଭଣ୍ ଭଣ୍
କରରେ ତା`କୁ ଛି
ମହୁମାଛି ରସଟି ଧରେ
ମହୁଫେଣା ତିଆରି କରେ
ଟୋପେ ମିଳିଲେ ଦିଅରେ ଚାଟି
ପାଇଲେ ବେଶି ଖାଅରେ ବାଣ୍ଟି
ଘର ବାହାରେ ଫୁଟୁଛି ଵାଣ
ଶୁଭଇ ଢା ଢି
ମୁନୀ କାନ୍ଦିଲା
କୁନି ହସିଲା
ହା ହା ହା ହି।

ଭୁବନେଶ୍ୱର,ମୋ:୯୫୮୩୨୦୨୩୫୭

ଲେଖା ସମ୍ପର୍କୀୟ ମତାମତ

ଜୟକୃଷ୍ଣ ସାହୁ

04-02-2024 / 18:39:22

ସୁନ୍ଦର।ଭଲଲାଗିଲା।

ହରିପ୍ରିୟା ପଟ୍ଟନାୟକ

29-01-2024 / 18:32:30

ଆପଣଙ୍କର ସବୁ କବିତା ପରି ମିଠା

ଦୀନବନ୍ଧୁ ପୋଇ

27-01-2024 / 11:35:15

ଶିଶୁ ମନଲାଖି ହୋଇଥିବାରୁ ଆପଣଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ

ଏହି ରଚନା ଉପରେ ଆପଣଙ୍କ ମତାମତ ଦିଅନ୍ତୁ

ଆପଣଙ୍କ ନାମ / Name

ଆପଣଙ୍କ ଇମେଲ / ଫୋନ -Email or Phone No (the information will be not disclosed)

ଆପଣଙ୍କ ମତାମତ / Opinion