ପିଲାଙ୍କ ପାଇଁ ଲେଖା - ବରିଷ୍ଠଙ୍କ କଲମରୁ

( ଜାନୁୟାରୀ:୨୦୨୫ , ଦ୍ଵିତୀୟ ବର୍ଷ : ପ୍ରଥମ ସଂଖ୍ୟା ରେ ପ୍ରକାଶିତ )

centered image
 
କବିତା

ଘୁମୁରୁ ଘୁମୁରୁ ପାରା

ଲେଖା : ରଘୁ ନନ୍ଦନ ମହାପାତ୍ର

ଘୁମୁରୁ ଘୁମୁରୁ ପାରା ରେ
ଆ ଉଡ଼ି ଆ ପୁରୁ ପାଖକୁ
ଦେଇ ଦେ ଟିକେ ଧରା ରେ ।
ଖୁଦ ଚାଉଳ ଖାଇବୁ ତୁହି
ଦିଅନ୍ତି ମାଆ ତୋତେ ଦେଖେଇ
ପୁରୁ କୁ ପରା ଖେଚେଡି ଖୋଇରେ ।
ଉଡ଼ି ବୁଲିଲୁ ସାରା ଆକାଶ
ନ ଥିବୁ ଖାଇ ନଥିବୁ ପିଇ
ଭୋକ ଲାଗି ବଣି ପରା ରେ
ଘୁମୁରୁ ଘୁମୁରୁ ପାରା ରେ |
ଦୁହେଁ ମିଶି କି ଖୁସିରେ ଖାଇ
ଆସ ପାଖକୁ ମିତ ଟେ ହୋଇ
ଲୋଟଣି ପାରା ତୋ` ନାଁ ରେ |

ଲେଖା ସମ୍ପର୍କୀୟ ମତାମତ

ଏହି ରଚନା ଉପରେ ଆପଣଙ୍କ ମତାମତ ଦିଅନ୍ତୁ

ଆପଣଙ୍କ ନାମ / Name

ଆପଣଙ୍କ ଇମେଲ / ଫୋନ -Email or Phone No (the information will be not disclosed)

ଆପଣଙ୍କ ମତାମତ / Opinion