ପିଲାଙ୍କ ପାଇଁ ଲେଖା - ବରିଷ୍ଠଙ୍କ କଲମରୁ

( ଜାନୁୟାରୀ:୨୦୨୪ , ପ୍ରଥମ ବର୍ଷ : ପ୍ରଥମ ସଂଖ୍ୟା ରେ ପ୍ରକାଶିତ )

centered image
 
କବିତା

ଚାଇଁ ଖିରିକି

ଲେଖା : ପ୍ରଭାତ ଚନ୍ଦ୍ର ରଥ

ଚାଇଁ ଖିରିକି,
କହିଲା ଆଠ -ତିନି ତିରିକି
ଗୁରୁଜୀ କରିଲେ - ଆଁ ,
କହିଲେ - ଚାଇଁ ଲୋ,
କି କରିବି ମୁଁଇ,
ପଡ଼ିବ ମୋ`ରି ନାଆଁ ! ।୧।

ଚାଇଁ ଖିରିକି,
ପୁଣି କହିଲା - ପାଟି ଚିରିକି
ତିନି ତିରିକି ଛଅ
ଗୁରୁଜୀ କହିଲେ -
ନାଇଁ ଲୋ ଖିରିକି,

ତିନି ତିରିକି ନଅ । ।୨।

ଚାଇଁ ଖିରିକି,
ଚାଇଁ ଖିରିକି,
ପାଦ ପକେଇଲା ଥିରି ଥିରିକି,
ଗୁରୁଜୀ ହସିଲେ ଠୋ,
ଚାଇଁ ଯେଉଁଦିନ
ପ୍ରଥମ ହୋଇଲା
ବାଣ ଫୁଟିଗଲା ଢ଼ୋ ! ।୩।

ଅବସରପ୍ରାପ୍ତ ଶିକ୍ଷକ, ସତ୍ୟବାଦୀ
ମୋ-୮୭୬୩୩୦୨୫୦୭

ଲେଖା ସମ୍ପର୍କୀୟ ମତାମତ

ଜୟକୃଷ୍ଣ ସାହୁ

04-02-2024 / 16:52:02

କବିତାଟି ମନଛୁଆଁ ହୋଇଚି।

Satya Narayan Mishra

02-02-2024 / 19:37:01

କବିତାଟି ବହୁତ ମନଛୁଆଁ ଓ ଶିକ୍ଷଣୀୟ ହୋଇଛି।

ହରିପ୍ରିୟା ପଟ୍ଟନାୟକ

29-01-2024 / 18:26:29

ମଜା ଶିକ୍ଷଣୀୟ କବିତା।

ଏହି ରଚନା ଉପରେ ଆପଣଙ୍କ ମତାମତ ଦିଅନ୍ତୁ

ଆପଣଙ୍କ ନାମ / Name

ଆପଣଙ୍କ ଇମେଲ / ଫୋନ -Email or Phone No (the information will be not disclosed)

ଆପଣଙ୍କ ମତାମତ / Opinion