ପିଲାଙ୍କ ପାଇଁ ଲେଖା - ବରିଷ୍ଠଙ୍କ କଲମରୁ

( ଜାନୁୟାରୀ:୨୦୨୪ , ପ୍ରଥମ ବର୍ଷ : ପ୍ରଥମ ସଂଖ୍ୟା ରେ ପ୍ରକାଶିତ )

centered image
 
କବିତା

କୁନା ପାଶେ ଆଜି ଆସିଚି ଶୀତ

ଲେଖା : ଡକ୍ଟର ଲିଙ୍ଗରାଜ ରଥ

କୁନା ପାଶେ ଆଜି ଆସିଚିଶୀତ
କୁନା ସାଥେ ସିଏ ବସିଚି ମିତ
ରେଜେଇ ଭିତରେ ଉଷୁମ ଟାଣି
ଶୀତ କଥା କୁନା ଭାବୁଚି ପୁଣି
ତା କାନେ ବାଜୁଚି ଶୀତର ଗୀତ
ତା ଦେହେ ଲାଗୁଚି ଶୀତର ହାତ
ମାଆଡାକ ଦେଲେ ଆରେ କୁନା
ଶୀତରେ ଅଳସ ହୁଅନାହିଁ ଜମା
ବରଷକେଥରେ ଆସିଚି ଶୀତ
ମନରେମନାସୀ ସଭିଙ୍କ ହିତ।

ଟଙ୍କପାଣି ରୋଡ, ଭୁବନେଶ୍ୱର
ମୋ-୯୪୩୭୦୧୪୨୪୪

ଲେଖା ସମ୍ପର୍କୀୟ ମତାମତ

ଏହି ରଚନା ଉପରେ ଆପଣଙ୍କ ମତାମତ ଦିଅନ୍ତୁ

ଆପଣଙ୍କ ନାମ / Name

ଆପଣଙ୍କ ଇମେଲ / ଫୋନ -Email or Phone No (the information will be not disclosed)

ଆପଣଙ୍କ ମତାମତ / Opinion