ପିଲାଙ୍କ ପାଇଁ ଲେଖା - ବରିଷ୍ଠଙ୍କ କଲମରୁ

( ଜୁନ:୨୦୨୫ , ଦ୍ଵିତୀୟ ବର୍ଷ : ଷଷ୍ଠ ସଂଖ୍ୟା ରେ ପ୍ରକାଶିତ )

centered image
 
କବିତା

ରଜ ମଉଜ

ଲେଖା : ବୃନ୍ଦାବନ କୁମ୍ଭାର

ଆସିଛି ରଜ କରି ମ ଉଜ
ଶୋଭା ବଢ଼ାଇବା ଘର
ରଙ୍ଗ ଘଷା ଘଷି କରି ଆମେ
କରି ବାଟି ସଫା ତା,ର।
କେତେ ମଜା ଆମକୁ ଲାଗିବ
ପିନ୍ଧି ବା ନୂଆ ବସନ
କ୍ଷିରୀ ପିଠା ପଣା ମହକିବ
ମନ ହେବ ଛନ ଛନ।
ମିଠା ପାନ ଖାଇ ସାଙ୍ଗ ମେଳେ
ଖେଳିବା ଦୋଳି ଆମେରେ
ରଜ ଗୀତ ଗାଇ ମଜାକରି
ବୁଲିବା ସାଙ୍ଗ ସାଥିରେ।
ମିଳା ମିଶା ହୋଇ ଭାଇ ଚାରା
ବଢ଼ାଉଛି ଏ ପରବ
ପରମ୍ପରା ଆମ ବଳ ଦିଏ
ମା, ମାଟି ରଯେ ଗରବ।
ବାପା ବୋଉ କିଣି ଆଣୁଛନ୍ତି
ଘରକୁ କେତେ ଜିନିଷ
ବରଷକୁ ଥରେ ଆସିଛି
ମାନିବା କରି ହରଷ।

ଚାଣ୍ଟିପଲା ଟିଟିଲାଗଡ଼

ଲେଖା ସମ୍ପର୍କୀୟ ମତାମତ

Sanjukta parichha

31-05-2025 / 09:41:50

ରଜ ଉପରେ ଲେଖା କବିତା ଭଲ ଲାଗିଲା ।

ଏହି ରଚନା ଉପରେ ଆପଣଙ୍କ ମତାମତ ଦିଅନ୍ତୁ

ଆପଣଙ୍କ ନାମ / Name

ଆପଣଙ୍କ ଇମେଲ / ଫୋନ -Email or Phone No (the information will be not disclosed)

ଆପଣଙ୍କ ମତାମତ / Opinion