ପିଲାଙ୍କ ପାଇଁ ଲେଖା - ବରିଷ୍ଠଙ୍କ କଲମରୁ

( ଜୁନ:୨୦୨୫ , ଦ୍ଵିତୀୟ ବର୍ଷ : ଷଷ୍ଠ ସଂଖ୍ୟା ରେ ପ୍ରକାଶିତ )

centered image
 
କବିତା

ଏ ଧରା ତ ସରଗପୁରୀ

ଲେଖା : ହଂସନାଥ ମୁଦୁଲି

ଏ ଧରା ତ ସରଗପୁରୀ
ସମୟକୁ ହସ ଖୁସିରେ ଭରିଲେ
ଜୀବନ ଉଠିବ ପୂରି
ଏ ଧରା ତ ସରଗପୁରୀ।

ଏଠି ସଭିଏଁ ତ ଆପଣାର
ତେଣୁ କାହାକୁ ନ ମଣ ପର
ଅନ୍ୟର ସୁଖରେ ଟିକିଏ ହସିଲେ
ନିଜ ଘର ଯିବ ଭରି
ଜୀବନ ଉଠିବ ପୂରୀ।
ଆଜି ସପନ କରିବା ସତ
ଚାଲ ସଭିଙ୍କୁ କରିବା ମିତ
ଆମ ଏ ସଂସାର ଏକ ପରିବାର
ତାକୁ ଗଢିବା ସୁନ୍ଦର କରି
ଜୀବନ ଉଠିବପୂରି।

ଖଣ୍ଡଗିରି(ଡୁମଡୁମା-କ)
ଭୁବନେଶ୍ବର- 751030
ମୋ – 9777968719

ଲେଖା ସମ୍ପର୍କୀୟ ମତାମତ

ଧୀରେନ ମିଶ୍ର

15-06-2025 / 15:26:26

କବିତା ମାଧ୍ୟମରେ ସୁନ୍ଦର ବାର୍ତ୍ତାଟିଏ । ସାର୍ ପ୍ରଣାମ ।

Minati pattnayak

31-05-2025 / 19:39:31

Bahut sundar

ଜୟକୃଷ୍ଣ ସାହୁ

31-05-2025 / 11:06:46

କଵିତାଟି ଭଲଲାଗିଲା। ଧନ୍ୟବାଦ।

Sanjukta parichha

31-05-2025 / 09:37:55

ଲେଖା ଟି ସୁନ୍ଦର ହୋଇଛି ।

ଏହି ରଚନା ଉପରେ ଆପଣଙ୍କ ମତାମତ ଦିଅନ୍ତୁ

ଆପଣଙ୍କ ନାମ / Name

ଆପଣଙ୍କ ଇମେଲ / ଫୋନ -Email or Phone No (the information will be not disclosed)

ଆପଣଙ୍କ ମତାମତ / Opinion