ପିଲାଙ୍କ ପାଇଁ ଲେଖା - ବରିଷ୍ଠଙ୍କ କଲମରୁ

( ଅଗଷ୍ଟ:୨୦୨୫ , ଦ୍ବିତୀୟ ବର୍ଷ:ଅଷ୍ଟମ ସଂଖ୍ୟାରେ ପ୍ରକାଶିତ )

centered image
 
କବିତା

ନାଁଟି ମୋର ବହିରେ ପିଲେ

ଲେଖା : କନ୍ଦର୍ପ ବେହେରା

ନାଁଟି ମୋର ବହିରେ ପିଲେ
ନାଁଟି ମୋର ବହି,
ତୁମ ପରିକା କୁନା କୁନିଙ୍କୁ
ନେଉଛି ପରା ମୋହି ।।
ନାଁଟି ମୋର ବହିରେ ପିଲେ
ନାଁଟି ମୋର ବହି,
ଅଜଣା କଥା ସାଇତି ରଖି
ଦେଉଛି ପରା କହି ।।
ନାଁଟି ମୋର ବହିରେ ପିଲେ
ନାଁଟି ମୋର ବହି,
ମୋହର ସାଥେ ମିଶିବ ଯିଏ
ଏବେଠୁ ଦିଅ କହି ।।
ନାଁଟି ମୋର ବହିରେ ପିଲେ
ନାଁଟି ମୋର ବହି,
ମୋତେ ନ ପାଇ କେବେ ବି ତୁମେ
କିଛି ଜାଣିବ ନାହିଁ ।।


କବି କୁଟୀର, ସା/ପୋ-ଡ଼ଇଁଚା
ଭାୟା-ରେଢ଼ାଖୋଲ, ଜି-ସମ୍ବଲପୁର
ପିନ-768106, ମୋ-7077579317

ଲେଖା ସମ୍ପର୍କୀୟ ମତାମତ

ରମେଶ ପ୍ରସାଦ ମେହେର

03-08-2025 / 10:18:16

ଅତି ସୁନ୍ଦର ଶିଶୁ କବିତାଟିଏ l ପଢ଼ିଲେ ବହି - ସବୁ କଥା ହେବ ଜାଣି l

Mohan Kumar swain

01-08-2025 / 15:57:22

ଅତି ସୁନ୍ଦର ହେଇଛି କବିତାଟି

ଏହି ରଚନା ଉପରେ ଆପଣଙ୍କ ମତାମତ ଦିଅନ୍ତୁ

ଆପଣଙ୍କ ନାମ / Name

ଆପଣଙ୍କ ଇମେଲ / ଫୋନ -Email or Phone No (the information will be not disclosed)

ଆପଣଙ୍କ ମତାମତ / Opinion