ପିଲାଙ୍କ ପାଇଁ ଲେଖା - ବରିଷ୍ଠଙ୍କ କଲମରୁ

( ଅଗଷ୍ଟ:୨୦୨୫ , ଦ୍ବିତୀୟ ବର୍ଷ:ଅଷ୍ଟମ ସଂଖ୍ୟାରେ ପ୍ରକାଶିତ )

centered image
 
କବିତା

ପଇସା ଆଣିବ ଗଣିକି

ଲେଖା : ସସ୍ମିତା ସ୍ଵା ଇଁ

ହନୁ ଯାଇଥିଲା ହାଟକୁ
ଦେଖି ଚାଲୁଥିଲା ବାଟକୁ
କାଙ୍କଡ ଝୁଡିଏ କିଣିଲା
ବାଇଗଣ କିଲେ ଆଣିଲା
ମୁଣା ଟାକୁ ଧରି ଖସିଲା
ଗଛମୂଳ ଦେଖି ବସିଲା
ହିସାବ କରି ସେ ଭାବିଲା
କେତେ ଟଙ୍କା ଆଉ ବଳିଲା
ହନୁ ଟଙ୍କା ଗଣି ହାଲିଆ
ଦୂରୁଦେଖୁଥିଲା ବିଲୁଆ
ବିଲୁଆ ତ ବଡ ଚ଼।ଲାକ
ଖଟାଇ କହିଲା ଦିମାକ

ପଇସା ହେଉନି ଭରଣା
ନିଅଣ୍ଟ ହେଉଛି ଚାରଣା
ହିସାବ ପତର ଜାଣୁନ
ପଇସା ଗଣିକିଆଣୁନ

ମୋ କଥା ଏଣିକି ମାନିବ
ପଇସା ଗଣିକି ଆଣିବ


ଶିଶିଲେ।
ବାଳକାଟୀ
ଖୋର୍ଦ୍ଧା

ଲେଖା ସମ୍ପର୍କୀୟ ମତାମତ

ହରିପ୍ରିୟା ପଟ୍ଟନାୟକ

30-08-2025 / 21:01:21

ଭଲ ହେଇଛି କବିତା।ପିଲାଙ୍କ ମନକୁ ନିଶ୍ଚୟ ପାଇବ।

Mohan Kumar swain

01-08-2025 / 15:56:06

ଭଲ ଲାଗିଲା କବିତା ଟି

ଏହି ରଚନା ଉପରେ ଆପଣଙ୍କ ମତାମତ ଦିଅନ୍ତୁ

ଆପଣଙ୍କ ନାମ / Name

ଆପଣଙ୍କ ଇମେଲ / ଫୋନ -Email or Phone No (the information will be not disclosed)

ଆପଣଙ୍କ ମତାମତ / Opinion