ପିଲାଙ୍କ ପାଇଁ ଲେଖା - ବରିଷ୍ଠଙ୍କ କଲମରୁ

( ଅଗଷ୍ଟ:୨୦୨୫ , ଦ୍ବିତୀୟ ବର୍ଷ:ଅଷ୍ଟମ ସଂଖ୍ୟାରେ ପ୍ରକାଶିତ )

centered image
 
କବିତା

ଫୁକୁଲ ଫୁକୁଲ ଫା

ଲେଖା : କୀର୍ତ୍ତନ ସାହୁ

ଫୁକୁଲ ଫୁକୁଲ ଫା
କୁନା ପଢ଼ିବରେ ମା
ଟପର ଟପର ଟା
କୁନିକୁ ଡାକିବ ଆ ।

ଖୁପୁର ଖୁପୁର ଖ
କୁନିକୁ କହିବ ଵ
ଝପର ଝପର ଝ
ବହିକୁ ଟିକିଏ ଧ ।

ଝୁପୁରୁ ଝୁପୁରୁ ଝା
ମେଘ ବରଷିଲା ପା
ପାଣି ଧାର ବହି ଯା
ଡଙ୍ଗା ଭସାଇବା ଚା ।

ଟପର ଟପର ଟ
କାହିଁକି ଭିଜୁଛୁ କ
ଥଣ୍ଡା ଧରିଯିବ ତ
କପଡ଼ାରେ ପୋଛି ହ ।

ମିଶ୍ର କଲୋନୀ
ଶାଳପଡ଼ା , କେନ୍ଦୁଝର
ଦୂର ଭାଷ - ୯୪୩୮୪୧୪୭୦୧

ଲେଖା ସମ୍ପର୍କୀୟ ମତାମତ

କୀର୍ତ୍ତନ ସାହୁ

06-08-2025 / 17:09:58

କବି ଧ୍ରୁବ ଚରଣ ଘିବେଲା ଓ କବି ମୋହନ ଚରଣ ସ୍ୱାଇଁ ଙ୍କୁ ଅଶେଷ ଧନ୍ୟବାଦ ଜଣାଉଛି ମୂଲ୍ୟବାନ ମତାମତ ପାଇଁ।

ଧ୍ରୁବ ଚରଣ ଘିବେଲା

01-08-2025 / 22:47:10

ସୁଖପାଠ୍ୟ ହୋଇଛି

Mohan Kumar swain

01-08-2025 / 15:45:04

ଭଲ ଲାଗିଲା କବିତା ଟି

କୀର୍ତ୍ତନ ସାହୁ

01-08-2025 / 14:51:56

ବହୁତ ଧନ୍ୟବାଦ ମୂଲ୍ୟବାନ ମତାମତ ପାଇଁ।

Ashok sethi

01-08-2025 / 14:14:16

Very nice for childern

ଏହି ରଚନା ଉପରେ ଆପଣଙ୍କ ମତାମତ ଦିଅନ୍ତୁ

ଆପଣଙ୍କ ନାମ / Name

ଆପଣଙ୍କ ଇମେଲ / ଫୋନ -Email or Phone No (the information will be not disclosed)

ଆପଣଙ୍କ ମତାମତ / Opinion