ପିଲାଙ୍କ ପାଇଁ ଲେଖା - ବରିଷ୍ଠଙ୍କ କଲମରୁ

( ସେପ୍ଟେମ୍ବର:୨୦୨୫ , ଦ୍ବିତୀୟ ବର୍ଷ:ନବମ ସଂଖ୍ୟାରେ ପ୍ରକାଶିତ )

centered image
 
କବିତା

ମିଠା ଓ ପିଠା

ଲେଖା : ଧନଞ୍ଜୟ ସ୍ଵାଇଁ

କାଳି ଗାଇର ଖିର ଟି ମିଠା
ମିଠା ଫୁଲର ମହୁ
ତା ଗାଳି ମିଠା ଆକଟ ଆସି
କରଇ ଯେବେ ବୋଉ
ପାଟି କୁ ମିଠା ଗୁଡ଼ ଓ ଚିନି
ସୁଆଦ ପାରେ ଜାଣି
ମିଠା ଲାଗଇ ଆଖୁର ରସ
ମିଠା ପ ଇ ଡ ପାଣି
ମିଠା ଗୋ ଲା ପ ଜା ମୁ ,ଗୁଡ଼ ରେ
ତିଆରି ଗୁ ଲୁ ଗୁ ଲା
ମିଠା ବି ଛେ ନା ପୋ ଡ,ଜୀ ଲା ପି
ପେଡା ଓ ରସଗୋଲା
ବାମଫି ର ଜଳ ମିଠା, ଶୀତଳ
ପିଇଲେ ଶୋଷ ମ ରେ
ଜେଜେଙ୍କ ହସ ମିଠା, ପା କୁ ଆ
ପାଟିରୁ ଯେବେ ଝରେ
ମିଠା କଥା ରେ ଜଗତ ବଶ
ମନେ ଥିବ ଟି ରଖି
ତୁଣ୍ଡ ହୁଡିଲେ ନି ମି ଶେ ସିଏ
ବି ପ ଦ ଆଣେ ଡା କି
ବୋଉ ଗଢ଼ିଲା ପିଠାଟି ମିଠା
ମିଠା ମୋ ମାତ୍ରୁଭାଷା
ପିଠା ସାଙ୍ଗ ରେ ମିଠା ନ ଥିଲେ
କି ବାହା, ବ୍ରତ, ଓଷା ।।

ମୋ-9437000636

ଲେଖା ସମ୍ପର୍କୀୟ ମତାମତ

ଶୁଭ ନାରାୟଣ ଶତପଥୀ

05-09-2025 / 20:28:26

ମିଠା କବିତା

ବିଜୟା

02-09-2025 / 19:53:10

ଭଲ ଲାଗିଲା। ପିଠା ନାଆଁରେ ପାଟିରୁ ଲାଳ ବୋହିଲା।

ହରିପ୍ରିୟା ପଟ୍ଟନାୟକ।

02-09-2025 / 17:56:18

କବିତାଟି ଭଲ ହେଇଛି। କିନ୍ତୁ ଅଜାଙ୍କ ହସ ଜାଗାରେ ଟିକେ ଅଲଗା ଲାଗୁଛି।

Minati pattnayak

01-09-2025 / 14:00:34

ପୁରଦିଆ ପିଠା ପରି ଆପଣଙ୍କ କବିତା

ନିରଞ୍ଜନ ପତି ।ଲେ

01-09-2025 / 12:07:13

ଲେଖାଟି ର ଭାବ ବେଶ୍ ମଧୁର । ଅନେକ ଅନେକ ଅଭିନନ୍ଦନ ।ଜୟ ଜଗନ୍ନାଥ ।

ଏହି ରଚନା ଉପରେ ଆପଣଙ୍କ ମତାମତ ଦିଅନ୍ତୁ

ଆପଣଙ୍କ ନାମ / Name

ଆପଣଙ୍କ ଇମେଲ / ଫୋନ -Email or Phone No (the information will be not disclosed)

ଆପଣଙ୍କ ମତାମତ / Opinion