ପିଲାଙ୍କ ପାଇଁ ଲେଖା - ବରିଷ୍ଠଙ୍କ କଲମରୁ

( ସେପ୍ଟେମ୍ବର:୨୦୨୫ , ଦ୍ବିତୀୟ ବର୍ଷ:ନବମ ସଂଖ୍ୟାରେ ପ୍ରକାଶିତ )

centered image
 
କବିତା

ମା

ଲେଖା : ସସ୍ମିତା ସ୍ଵାଇଁ

ସୁରୂଜମୁରୁଜ ଜଗତ ପାଇଁ କି
ଲକ୍ଷତାରା ନୁହେଁ ପରି
ମାଆର କଥାରେ ମାଆ ମମତାରେ
ରହିଛି ଅମୃତ ଭରି

ଅନ୍ଧାର ଭିତରେ ଆଲୋକ କୁଯିଏ ଦୂରରୁ ପାରଇ ଦେଖି
ଅଳପ ହସିଯେ ମଧୁର ଭାଷାରେ କଥା କହେ ମନ ଲାଗି
ସହ ଜେ ନ ଯାଏ ରାଗି
ନିଜେ ଜଳ ଦିଏ ଅମୃତ ଆଲୋକ
ନିଜର ରକତ ଲାଗି

ଶିଶିଲୋ
ବାଳ କାଟୀ
ଖୋର୍ଦ୍ଧା
86IO 69829

ଲେଖା ସମ୍ପର୍କୀୟ ମତାମତ

ବସିରନ୍ ବିବି

03-09-2025 / 17:33:05

କବିତାଟିରେ କିଛି ଶବ୍ଦଗତ ତୃଟି ରହିଛି

ମୋହନ କୁମାର ସ୍ୱାଇଁ

01-09-2025 / 11:12:59

ବଡ ଅଡ଼ୁଆ ଲାଗିଲା କବିତାଟି

ଏହି ରଚନା ଉପରେ ଆପଣଙ୍କ ମତାମତ ଦିଅନ୍ତୁ

ଆପଣଙ୍କ ନାମ / Name

ଆପଣଙ୍କ ଇମେଲ / ଫୋନ -Email or Phone No (the information will be not disclosed)

ଆପଣଙ୍କ ମତାମତ / Opinion