ପିଲାଙ୍କ ପାଇଁ ଲେଖା - ବରିଷ୍ଠଙ୍କ କଲମରୁ

( ଅକ୍ଟୋବର:୨୦୨୫ , ଦ୍ବିତୀୟ ବର୍ଷ:ଦଶମ ସଂଖ୍ୟାରେ ପ୍ରକାଶିତ )

centered image
 
କବିତା

ନୁହେଁ କେ ମାଆ ପରି

ଲେଖା : ସସ୍ମିତା ସ୍ଵାଇଁ

 

ସତ କହିଲେ ଯିଏ ଯା ଭାବୁ
ତଥାପି କୁହସତ
ଯେତେ ରକମ ଖାଇବା ଥାଉ।
ସବୁଠୁ ଆଗେ ଭାତ

ଯେତେ ଦରବ ଯିଏ ବି ଦେଉ
ଦୁଃଖ ବୁଝିବେ ବାପା
ଦେହମାଜିଲେ କି ଲାଭ ହେବ
ମନ ନ ହେଲେ ସଫା

ଯେତେ ସେ ନେହ ଶରଧା ଦେଲେ
ନୁହେଁ କେ ମାଆ ପରି
ମନରୁ ଦୁଃଖ ପେଟରୁ ଭୋକ
ଦିଅଇ ଦୂର କରି I


ଶିଶି ଲୋ ବାଳକାଟୀ
ଖୋର୍ଦ୍ଧା
ଫୋନ-98610 69829

ଲେଖା ସମ୍ପର୍କୀୟ ମତାମତ

ନିରଞ୍ଜନ ସାହୁ

01-10-2025 / 21:58:57

ସୁନ୍ଦର

ଏହି ରଚନା ଉପରେ ଆପଣଙ୍କ ମତାମତ ଦିଅନ୍ତୁ

ଆପଣଙ୍କ ନାମ / Name

ଆପଣଙ୍କ ଇମେଲ / ଫୋନ -Email or Phone No (the information will be not disclosed)

ଆପଣଙ୍କ ମତାମତ / Opinion