ପିଲାଙ୍କ ପାଇଁ ଲେଖା - ବରିଷ୍ଠଙ୍କ କଲମରୁ

( ନଭେମ୍ବର:୨୦୨୫ , ଦ୍ବିତୀୟ ବର୍ଷ:ଏକାଦଶ ସଂଖ୍ୟାରେ ପ୍ରକାଶିତ )

centered image
 
କବିତା

ମନବଗିଚାର ହସଫୁଲଟି

ଲେଖା : ହଂସନାଥ ମୁଦୁଲି

ମନବଗିଚାର ହସଫୁଲଟି
ସଭିଙ୍କୁ ତା ପ୍ରେମେ କରେ ଏକାଠି
ପ୍ରେମଠାରୁ ବଳି କିଛି ନାହିଁଟି
ଏଇ ସୁର ସିଏ ତୋଳେ ସବୁଠି। (0)

ଜଗତ ଗୋଟିଏ ପରିବାରଟି
ଏଇ କଥା ସିଏ କହିଦିଏଟି
ରୂପରଙ୍ଗ ଆଉ ଭାବମହକେ
ସଭିଙ୍କୁ ତ ସିଏ ଯୋଡିଦିଏଟି
ମନବଗିଚାର ହସଫୁଲଟି। (1)

ସାନବଡ କେହି ନାହିଁ ତ ଏଠି
ଭଲ କାମ ଭଲ ପ୍ରରଚୟଟି
ଏଇ କଥା ମନେ ରହିଗଲେଟି
ହସଖୁସି ଭବେ ଭରିଯିବ
ମନ ବଗିଚାର ହସଫୁଲଟି। (2)


ଖଣ୍ଡଗିରି (ଡୁମଡୁମା-କ)
ଭୁବନେଶ୍ବର- 751030


ମୋ – 9777968719

ଲେଖା ସମ୍ପର୍କୀୟ ମତାମତ

ଏହି ରଚନା ଉପରେ ଆପଣଙ୍କ ମତାମତ ଦିଅନ୍ତୁ

ଆପଣଙ୍କ ନାମ / Name

ଆପଣଙ୍କ ଇମେଲ / ଫୋନ -Email or Phone No (the information will be not disclosed)

ଆପଣଙ୍କ ମତାମତ / Opinion