ପିଲାଙ୍କ ପାଇଁ ଲେଖା - ବରିଷ୍ଠଙ୍କ କଲମରୁ

( ନଭେମ୍ବର:୨୦୨୫ , ଦ୍ବିତୀୟ ବର୍ଷ:ଏକାଦଶ ସଂଖ୍ୟାରେ ପ୍ରକାଶିତ )

centered image
 
କବିତା

ଶୀତର ମଜା

ଲେଖା : ବୀରେନ୍ଦ୍ର ମହାନ୍ତି

ୠମୁକୁ ଝୁମା
ଖାଲି ଦେହଟାରେ
ସକାଳ ସଂଜରେ
ବାହାରକୁ ଯାଇ
ହଉନିଜମା.....
ମୁଢି ନଡ଼ିଆ
ମଟର ବାଦାମ ମିକ୍ସଚର ବୁଟ
ପାଟିକୁ ଲାଗୁଛି
ଭାରି ବଢିଆ.....
ଧାଇଁ କିଡ଼ିକି
ଶା ଗ ମୂଳା କୋବି
ଟମାଟୋ ଝୁଡ଼ଙ୍ଗ
ବାଡ଼ିରେ ଲାଗିଛି
ଧାଡି ଧାଡିକି.....
ଶୂନ ପାମ୍ପୁଡ଼ି
ରଙ୍ଗ ବେରଙ୍ଗ ର ଗୁଡ଼ି ଉଡିଲାଣି
ଦୂର ଆକାଶ ରେ
ଧାଡିକି ଧାଡି.....
ତାଥେ ଇ ଥେଇ
ବଜାରରେ କେତେ ଗ୍ରୀଟିଂଶ ଦୋକାନ
ବସିଲାଣି ନୂଆ ବର ଷ ପାଇଁ.....
ଶୂନ ଫୁଟୁକି
ପରୀକ୍ଷା ସରିଲେ କପିଳାସ ଯିବୁ
ଏଇ ଥର ବଡଦିନ ଛୁଟିକି.....
ଗରମ ତାଜା
ସାଲ ସୁଏ ଟର କମଳ ଚାଦର
ପାଖେ ଥିଲେ ଲାଗେ
ଶୀତର ମଜା.....

8917460048

ଲେଖା ସମ୍ପର୍କୀୟ ମତାମତ

ମୋହନ କୁମାର ସ୍ୱାଇଁ

03-11-2025 / 09:18:48

ଅତି ସୁନ୍ଦର ଲାଗିଲା କବିତା ଟି

ବୃନ୍ଦାବନ କୁମ୍ଭାର

01-11-2025 / 15:52:53

ବଢ଼ିଆ

କୀର୍ତ୍ତନ ସାହୁ

01-11-2025 / 10:21:50

ପିଲାଙ୍କ ମନଲାଖି

ମିନତୀ

01-11-2025 / 09:19:53

ସୁନ୍ଦର ମନଛୁଆଁ

ବିଜୟ ଛିଟୋଇ

01-11-2025 / 09:11:43

ବଢିଆ

ଏହି ରଚନା ଉପରେ ଆପଣଙ୍କ ମତାମତ ଦିଅନ୍ତୁ

ଆପଣଙ୍କ ନାମ / Name

ଆପଣଙ୍କ ଇମେଲ / ଫୋନ -Email or Phone No (the information will be not disclosed)

ଆପଣଙ୍କ ମତାମତ / Opinion