ପିଲାଙ୍କ ପାଇଁ ଲେଖା - ବରିଷ୍ଠଙ୍କ କଲମରୁ

( ଡିସେମ୍ବର:୨୦୨୫ , ଦ୍ବିତୀୟ ବର୍ଷ:ଦ୍ବାଦଶ ସଂଖ୍ୟାରେ ପ୍ରକାଶିତ )

centered image
 
କବିତା

ଭକ୍ତି ନିବେଦନ

ଲେଖା : ଡ଼ାକ୍ତର ଅଶୋକ କୁମାର ସେଠୀ

ମନ ଆନନ୍ଦରେ କରୁଛି ପ୍ରଣାମ
ପ୍ରଭୁ ଦିଅ ବୁଦ୍ଧି ଦିଅହେ ସୁଜ୍ଞାନ
ଶିଶୁ ଟିଏ ମୁଁ ତୁମରି ବଗିଚାର
ଚଲା ପଥ ମୋର କୁସୁମିତକର।
ହସଖୁସିରେ କଟୁ ମୋର ଜୀବନ
ପର ଉପକାରେ ସଦା ରହୁ ମନ
ମାତୃଭୂମି ପାଇଁ ଗୈ।ରବ ଆଣିବି
ବୀରସୈନିକ ହୋଇ ଜୀବନ ଦେବି।
ଓଡ଼ିଆ ଅଟେ ଆମର ମାତୃଭାଷା
ଭେଦଭାବ ନାହିଁ କାଳିଆ ଭରଷା।
ଗାଁ ମାଟି ପାଣି ପବନର ଜୀବନ
ଭେଦଭାବ ନାହିଁ ସଭିଏଁ ସମାନ
ବିପଦ ଆପଦେ ରହୁ ମିଳି ମିଶି
ଭାଈ ଓ ଭ ଉଣୀ ଆମେ ହସି ଖୁସି।
ସବୁ ଧର୍ମ ର ଆମେ ମାନୁ ନିୟମ
ଭାରତ ମାର ଆମେ ବୀର ସନ୍ତାନ।


ବଲାଙ୍ଗୀର।

ଲେଖା ସମ୍ପର୍କୀୟ ମତାମତ

ଏହି ରଚନା ଉପରେ ଆପଣଙ୍କ ମତାମତ ଦିଅନ୍ତୁ

ଆପଣଙ୍କ ନାମ / Name

ଆପଣଙ୍କ ଇମେଲ / ଫୋନ -Email or Phone No (the information will be not disclosed)

ଆପଣଙ୍କ ମତାମତ / Opinion