ପିଲାଙ୍କ ପାଇଁ ଲେଖା - ବରିଷ୍ଠଙ୍କ କଲମରୁ

( ଜାନୁଆରୀ:2026 , ତୃତୀୟ ବର୍ଷ ପ୍ରଥମ ସଂଖ୍ୟାରେ ପ୍ରକାଶିତ )

centered image
 
କବିତା

ଥୁକୁଲୁ ଥୁକୁଲୁ ଥା

ଲେଖା : ବୀରେନ୍ଦ୍ର ମହାନ୍ତି

ଥୁକୁଲୁ ଥୁକୁଲୁ ଥା
ମୁଁ ଗଲି ତୁ ଆ
ତୋ ପାଇଁ ପରା ପିଲାଏ ମୋତେ
କଲେଣି ଟା ଟା......
ଥୁକୁଲୁ ଥୁକୁଲୁ ଥା
ଗ୍ରୀଟିଂଙ୍ଗସ ଟିଏ ନେ
ଡ଼ାଇରି ଟିଏ ଦେ
ପିକନିକ ରେ
ମଉଜ କରି
କ୍ୟାଲେଣ୍ଡର ରେ ଥା
ଥୁକୁଲୁ ଥୁକୁଲୁ ଥା....

ନୂଆ ବରଷ ଆ
ଖଜା ଓ ଲଡ଼ୁ ଖା
କୁନା କୁନୀଙ୍କ ଓଠ ରେ ହସ
ପିୟୁଷ ଭରି ଯା
ଥୁକୁଲୁ ଥୁକୁଲୁ ଥା.....

ଥୁକୁଲୁ ଥୁକୁଲୁ ଥା
ମୁଁ ଗଲି ତୁ ଆ
ତୋ ପାଇଁ ପରା ପିଲାଏ ମୋତେ
କଲେଣି ଟା ଟା
ଥୁକୁଲୁ ଥୁକୁଲୁ ଥା.......


ନୀଳଚକ୍ର ନଗର, ଅଠର ନଳା
ପୁରୀ -2
8917460048

ଲେଖା ସମ୍ପର୍କୀୟ ମତାମତ

ଜୟକୃଷ୍ଣ ସାହୁ

12-01-2026 / 18:46:37

ନୂଆ ବର୍ଷ ପାଇଁ ନୂଆ ଧାରାର କବିତା। ଭଲଲାଗିଲା। ଧନ୍ୟବାଦ।

ନିରଞ୍ଜନ ସାହୁ

03-01-2026 / 19:35:06

ନୂଆ ଢଙ୍ଗ ରେ ନୂଆ ବରଷ ସ୍ଵାଗତ କରିବା ପିଲାଏ ଆସ। ଅତି ସୁନ୍ଦର।

ହରିପ୍ରିୟା ପଟ୍ଟନାୟକ

03-01-2026 / 10:29:59

ନୂଆବର୍ଷ କୁ ସ୍ଵାଗତ କରିବାପାଇଁ ସୁନ୍ଦର କବିତା।

Dhananjaya swain

02-01-2026 / 01:26:53

I appreciate its composition. New type.

Mohan Kumar swain

01-01-2026 / 20:08:22

ଖୁବ୍ ସୁନ୍ଦର

ଏହି ରଚନା ଉପରେ ଆପଣଙ୍କ ମତାମତ ଦିଅନ୍ତୁ

ଆପଣଙ୍କ ନାମ / Name

ଆପଣଙ୍କ ଇମେଲ / ଫୋନ -Email or Phone No (the information will be not disclosed)

ଆପଣଙ୍କ ମତାମତ / Opinion