ପିଲାଙ୍କ ପାଇଁ ଲେଖା - ବରିଷ୍ଠଙ୍କ କଲମରୁ

( ଫେବୃଆରୀ:୨୦୨୪ , ପ୍ରଥମ ବର୍ଷ : ଦ୍ଵିତୀୟ ସଂଖ୍ୟା ରେ ପ୍ରକାଶିତ )

centered image
 
କବିତା

ପରିବେଶ

ଲେଖା : ବୃନ୍ଦାବନ କୁମ୍ଭାର

କଟର କଟର କେଁ କଟର
ରାସ୍ତାରେ ଯାଏ ଗାଡ଼ି ମଟର।
ଧୂଆଁ ଯାଏ କେତେ ଉଡ଼ି ଉଡ଼ି
ପରିବେଶ ସବୁ ଗଲା ବୁଡି।
କୋଠା ଅଟ୍ଟାଳିକା ଗଢ଼ା ହେତୁ
ଜଙ୍ଗଲୁ ସହର କେତେ ଜନ୍ତୁ।
ଫ ସଳକୁ ନଷ୍ଟ ଦେଲେ କରି
ଘର ଯାକ ସବୁ ଗଲା ସରି।
ଜାଗି ଉଠୁଁ ଆମଶିଶୁ କୁଳ
ଗଛ ଲଗାଇବା କରି ଭଲ।

ଚାଣ୍ଟିପଲା, ଟିଟିଲାଗଡ଼

ଲେଖା ସମ୍ପର୍କୀୟ ମତାମତ

ଏହି ରଚନା ଉପରେ ଆପଣଙ୍କ ମତାମତ ଦିଅନ୍ତୁ

ଆପଣଙ୍କ ନାମ / Name

ଆପଣଙ୍କ ଇମେଲ / ଫୋନ -Email or Phone No (the information will be not disclosed)

ଆପଣଙ୍କ ମତାମତ / Opinion