ପିଲାଙ୍କ ପାଇଁ ଲେଖା - ବରିଷ୍ଠଙ୍କ କଲମରୁ

( ମାର୍ଚ :୨୦୨୪ , ପ୍ରଥମ ବର୍ଷ : ତୃତୀୟ ସଂଖ୍ୟା ରେ ପ୍ରକାଶିତ )

centered image
 
କବିତା

ସାଇକେଲ ପାଇଁ ଗୀତ ଟିଏ

ଲେଖା : ରଘୁ ନନ୍ଦନ ମହାପାତ୍ର

ଦୁଇ ଚକରେ ଚାଲେ ସାଇକେଲ
ଚକରେ ପବନ ଥିଲେ
ଚାଳକ ବସି ପେଡାଲ ମାରିଲେ
ସର ସର ହୋଇ ଚାଲେ।
ତେଲପିଏନା ଧୂଆଁ ଛାଡେନା
ପାଦ ବଳରେ ସେ ଯାଏ
ଖରଚ କମ୍ ସବୁରି ଲାଗି
ପାଖ ବାଟକୁ ତା ପାଏ।

ଲେଖା ସମ୍ପର୍କୀୟ ମତାମତ

Jayakrushna Sahu

01-03-2024 / 16:31:25

ଛୋଟ ସାପର ଵେଶୀ ବିଷ ଭଳି ଛୋଟ କଵିତାଟି ବହୁତ ସୁନ୍ଦର ହୋଇଛି। ଧନ୍ୟବାଦ୍ ଭାଇ।

ଏହି ରଚନା ଉପରେ ଆପଣଙ୍କ ମତାମତ ଦିଅନ୍ତୁ

ଆପଣଙ୍କ ନାମ / Name

ଆପଣଙ୍କ ଇମେଲ / ଫୋନ -Email or Phone No (the information will be not disclosed)

ଆପଣଙ୍କ ମତାମତ / Opinion