ପିଲାଙ୍କ ପାଇଁ ଲେଖା - ବରିଷ୍ଠଙ୍କ କଲମରୁ

( ଏପ୍ରିଲ:୨୦୨୪ , ପ୍ରଥମ ବର୍ଷ : ଚତୁର୍ଥ ସଂଖ୍ୟା ରେ ପ୍ରକାଶିତ )

centered image
 
କବିତା

କାଉ ଡାକିଲା କା

ଲେଖା : ବୀରେନ୍ଦ୍ର ମହାନ୍ତି

କାଉ ଡାକିଲା କା
ଖେଳିବୁ କୁନା ଆ
କୁନା କହିଲା ଭାଙ୍ଗିନି ନିଦ
ଆଉ ଟିକିଏ ଥା।
କାଉ କହିଲା ହଉ
ଅଳସୁଆମୀ କରିବ ଯିଏ
ଖେଳିବ ନାହିଁ ଆଉ।
କାଉଟି ଗଲା ଉଡି
ଶେଯରୁ ଉଠି କୁନା ଆମର
ହୋଇଲା ଭିଡି ମୋଡି।

ଲେଖା ସମ୍ପର୍କୀୟ ମତାମତ

Arjun majhi

03-04-2024 / 12:55:11

Very nice and mind blowing poet

ଦୀନବନ୍ଧୁ କର

03-04-2024 / 06:17:56

ଶିଶୁ ମନଛୁଆଁ କବିତା। ଅନେକ ଅନେକ ଶୁଭେଚ୍ଛା ଶୁଭକାମନା ଓ ଅଭିନନ୍ଦନ।

Manasa Majhi

02-04-2024 / 22:22:29

The written is more wonderful.

Sanjukta parichha

02-04-2024 / 20:23:33

କବିତାଟି ଛୋଟ କିନ୍ତୁ ବେଶ୍ ମନଛୁଆଁ ହୋଇଛି ।

ଜୟକୃଷ୍ଣ ସାହୁ

02-04-2024 / 16:20:50

ଛୋଟ କଵିତାଟି ସୁଖ ପାଠ୍ୟ ହୋଇଛି। ଧନ୍ୟବାଦ୍ ବିଚୁ।

ଏହି ରଚନା ଉପରେ ଆପଣଙ୍କ ମତାମତ ଦିଅନ୍ତୁ

ଆପଣଙ୍କ ନାମ / Name

ଆପଣଙ୍କ ଇମେଲ / ଫୋନ -Email or Phone No (the information will be not disclosed)

ଆପଣଙ୍କ ମତାମତ / Opinion