^ ^ଜନ୍ମଦିନର ଅନେକ ଅନେକ ଶୁଭକାମନା ^ ^
centered image
ପରିଚୟ

ଶ୍ରୀମତୀ ସ୍ୱର୍ଣଲତା ତ୍ରିପାଠୀ

ଜନ୍ମ ତାରିଖ ୧୨.୦୩.୧୯୬୧

ଠିକଣା : ପୁରୀ

ଫୋନ ନମ୍ବର : x

ଓଡ଼ିଶା ଶିଶୁ କିଶୋର ସାହିତ୍ୟ ଏକାଡେମୀର ମାନନୀୟା ସଦସ୍ୟା ଶ୍ରୀମତୀ ସ୍ୱର୍ଣଲତା ତ୍ରିପାଠୀ ଙ୍କର ଜନ୍ମ ୧୯୬୧ ମସିହା ମାର୍ଚ୍ଚ ୧୨ତାରିଖରେ ପୁରୀ ଜିଲ୍ଲା କଣାସ ବ୍ଲକ ଅଧିନସ୍ଥ ତ୍ରିଲୋଚନ ପୁର ଶାସନରେ ହୋଇଥିଲା। ଶିକ୍ଷାରେ ସ୍ନାତକ ଡିଗ୍ରୀ ପରେ ସେ ତାଲିମପ୍ରାପ୍ତ ହୋଇ ଶିକ୍ଷକତାକୁ ଜୀବନର ବ୍ରତ କରି ନିଜର ସାଧନା ପାଇଁ ଲାଭ କରିଥିଲେ ରାଷ୍ଟ୍ର ପତି ପୁରସ୍କାର। ଶ୍ରୀମତୀ ତ୍ରିପାଠୀ ଙ୍କର ଜନ୍ମ ଦିନରେ ଏକାଡେମୀ ପକ୍ଷରୁ ଅଭିନନ୍ଦନ ଜଣାଉଅଛୁ। ମହାପ୍ରଭୁଙ୍କ କରୁଣାରୁ ତାଙ୍କର ଜୀବନ ସୁଖମୟ ହେଉ।

ମିଳିଥିବା ଶୁଭେଚ୍ଛା ବାର୍ତ୍ତା

ପ୍ରିୟ ଲେଖକ/ ଲେଖିକାଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାନ୍ତୁ

ଆପଣଙ୍କ ନାମ / Name

ଆପଣଙ୍କ ଇମେଲ / ଫୋନ -Email or Phone No (the information will be not disclosed)

ଆପଣଙ୍କ ମତାମତ / Opinion