^ ^ଜନ୍ମଦିନର ଅନେକ ଅନେକ ଶୁଭକାମନା ^ ^
centered image
ପରିଚୟ

ଡକ୍ଟର ରାଜକିଶୋର ପାଢୀ

ଜନ୍ମ ତାରିଖ ୧୦.୦୩.୧୯୪୨

ଠିକଣା : କୋତପୁର, ଯାଜପୁର

ଫୋନ ନମ୍ବର : x

ଓଡ଼ିଶା ଶିଶୁ କିଶୋର ସାହିତ୍ୟ ଏକାଡେମୀ ର ମାନନୀୟ ସଦସ୍ୟ ଡକ୍ଟର ରାଜକିଶୋର ପାଢୀଙ୍କର ଜନ୍ମ ୧୯୪୨ ମସିହା ମାର୍ଚ୍ଚ ୧୦ ତାରିଖରେ ଯାଜପୁର ଜିଲ୍ଲା କୋତପୁର ଠାରେ ହୋଇଥିଲା। ସ୍ନାତକୋତ୍ତର ଉପାଧି ଲାଭ କରିବା ପରେ ଶିକ୍ଷାରେ ଉଚ୍ଚତ୍ତର ତାଲିମ ପ୍ରାପ୍ତ ହୋଇ ସେ ଶିକ୍ଷା ବିଭାଗରେ କାର୍ଯ କରିଥିଲେ । ନବୋଦୟ ବିଦ୍ୟାଳୟର ଅଧ୍ଯକ୍ଷ ପଦରୁ ଅବସର ଗ୍ରହଣ କରିବା ପରେ ସେ ତାଙ୍କର ସାରସ୍ୱତ ସାଧନା ଅବ୍ଯାହତ ରଖିଛନ୍ତି । ସେ ଶିଶୁସାହିତ୍ୟ ବିଭାଗରେ ଓଡିଶା ସାହିତ୍ଯ ଏକାଡେମି ପୁରସ୍କାର ଲାଭ କରିଛନ୍ତି । ଓଡିଆ ସାହିତ୍ୟରେ ଡକ୍ଟରେଟ କରି ଓଡିଆ ଶିଶୁ କିଶୋର ସାହିତ୍ୟ କୁ ରୁଦ୍ଧିମନ୍ତ କରିପାରିଛନ୍ତି। ଆଜିର ତାଙ୍କ ଜନ୍ମ ଦିନରେ ଏକାଡେମୀ ପକ୍ଷରୁ ତାଙ୍କୁ ଅଭିନନ୍ଦନ ଜଣାଉଅଛୁ। ମହାପ୍ରଭୁଙ୍କ କରୁଣାରୁ ତାଙ୍କର ଅବସର ଜୀବନ ସୁଖମୟ ହେଉ, ଏତିକି ପ୍ରାର୍ଥନା।

ମିଳିଥିବା ଶୁଭେଚ୍ଛା ବାର୍ତ୍ତା

ଦେବେନ୍ଦ୍ର ଚୌଧୁରୀ

01-03-2024 / 16:17:13

ଜନ୍ମଦିନର ହାର୍ଦ୍ଦିକ ଶୁଭକାମନା। ପ୍ରଣାମ ସାର୍।

ପ୍ରିୟ ଲେଖକ/ ଲେଖିକାଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାନ୍ତୁ

ଆପଣଙ୍କ ନାମ / Name

ଆପଣଙ୍କ ଇମେଲ / ଫୋନ -Email or Phone No (the information will be not disclosed)

ଆପଣଙ୍କ ମତାମତ / Opinion