^ ^ଜନ୍ମଦିନର ଅନେକ ଅନେକ ଶୁଭକାମନା ^ ^
centered image
ପରିଚୟ

ଡକ୍ଟର କ୍ରୁତ୍ତିବାସ ନାୟକ

ଜନ୍ମ ତାରିଖ ୦୨.୦୩.୧୯୫୫

ଠିକଣା : ଭୁବନେଶ୍ବର

ଫୋନ ନମ୍ବର : x

ଓଡିଶା ଶିଶୁ କିଶୋର ସାହିତ୍ୟ ଏକାଡେମୀ ର ମାନନୀୟ ସଦସ୍ୟ ଡକ୍ଟର କ୍ରୁତ୍ତିବାସ ନାୟକଙ୍କ ର ଜନ୍ମ ୧୯୫୫ ମସିହା ମାର୍ଚ୍ଚ ୨ତାରିଖରେ କେନ୍ଦ୍ରାପଡ଼ା ଜିଲ୍ଲାର ଏକତଳା ଗ୍ରାମ ରେ ହୋଇଥିଲା। ଡକ୍ଟର ନାୟକ ସ୍ନାତକୋତ୍ତର ଉପାଧି ଲାଭ କରିବା ପରେ ଓଡିଆ ସାହିତ୍ୟରେ ଡକ୍ଟରେଟ ଲାଭ କରି ନିଜର ସାଧନା ଓ ଦ୍ରୁଢ ମନବଳ ଫଳରେ ଭାରତୀୟ ସୂଚନା ଓ ପ୍ରସାରଣ ସେବାରେ ନିଜକୁ ନିୟୋଜିତ କରିପାରିଥିଲେ। ଅଲ୍ ଇଣ୍ଡିଆ ରେଡିଓରେ ନିର୍ଦେଶକ ପଦବୀରୁ ଅବସର ଗ୍ରହଣ କରିବା ପରେ ସାରସ୍ୱତ ସାଧନାରେ ନିଜକୁ ନିୟୋଜିତ କରିଛନ୍ତି। ଆଜି ତାଙ୍କ ଜନ୍ମ ଦିନରେ ଏକାଡେମୀ ପକ୍ଷରୁ ତାଙ୍କୁ ଅଭିନନ୍ଦନ ଜଣାଉଅଛୁ। ମହାପ୍ରଭୁ ଙ୍କ କରୁଣାରୁ ତାଙ୍କର ଅବସର ଜୀବନ ସୁଖମୟ ହେଉ, ଏତିକି ପ୍ରାର୍ଥନା।

ମିଳିଥିବା ଶୁଭେଚ୍ଛା ବାର୍ତ୍ତା

ବିଜୟକୁମାର ଛାଟୋଇ

02-03-2025 / 11:45:08

ଅଭିନନ୍ଦନ

Darsan

31-10-2024 / 10:15:16

ବଙ୍କ

ପ୍ରିୟ ଲେଖକ/ ଲେଖିକାଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାନ୍ତୁ

ଆପଣଙ୍କ ନାମ / Name

ଆପଣଙ୍କ ଇମେଲ / ଫୋନ -Email or Phone No (the information will be not disclosed)

ଆପଣଙ୍କ ମତାମତ / Opinion