^ ^ଜନ୍ମଦିନର ଅନେକ ଅନେକ ଶୁଭକାମନା ^ ^
centered image
ପରିଚୟ

ଶ୍ରୀମତୀ ମନୋରମା ମିଶ୍ର

ଜନ୍ମ ତାରିଖ ୧୩.୦୩.୧୯୫୬

ଠିକଣା : ଭୁବନେଶ୍ବର

ଫୋନ ନମ୍ବର : x

ଓଡ଼ିଶା ଶିଶୁ କିଶୋର ସାହିତ୍ୟ ଏକାଡେମୀ ର ମାନନୀୟା ସଦସ୍ୟା ଶ୍ରୀ ମତୀ ମନୋରମା ମିଶ୍ରଙ୍କର ୧୯୫୬ ମସିହା ମାର୍ଚ୍ଚ ୧୩ ତାରିଖରେ ପୁରୀ ଜିଲ୍ଲା ସତ୍ୟବାଦୀ ନିକଟ ରାୟଚକ୍ରଧରପୁର ଶାସନରେ ହୋଇଥିଲା। ସ୍ନାତକ ଡିଗ୍ରୀ ପରେ ସେ ସାରସ୍ୱତ ସାଧନାରେ ନିଜକୁ ନିୟୋଜିତ କରିପାରିଛନ୍ତି। ଆଜି ତାଙ୍କ ଜନ୍ମ ଦିନରେ ଏକାଡେମୀ ପକ୍ଷରୁ ଅଭିନନ୍ଦନ ଜଣାଉଅଛୁ। ମହାପ୍ରଭୁଙ୍କ ଅପାର କରୁଣା ରୁ ତାଙ୍କର ଅବସର ଜୀବନ ସୁଖମୟ ହେଉ। ଏତିକି ପ୍ରାର୍ଥନା।

ମିଳିଥିବା ଶୁଭେଚ୍ଛା ବାର୍ତ୍ତା

ପ୍ରିୟ ଲେଖକ/ ଲେଖିକାଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାନ୍ତୁ

ଆପଣଙ୍କ ନାମ / Name

ଆପଣଙ୍କ ଇମେଲ / ଫୋନ -Email or Phone No (the information will be not disclosed)

ଆପଣଙ୍କ ମତାମତ / Opinion