^ ^ଜନ୍ମଦିନର ଅନେକ ଅନେକ ଶୁଭକାମନା ^ ^
centered image
ପରିଚୟ

ଶ୍ରୀଯୁକ୍ତ ମାନସ ରଂଜନ ସାମଲ

ଜନ୍ମ ତାରିଖ ୧୦.୦୩.୧୯୫୬

ଠିକଣା : ଭୁବନେଶ୍ବର

ଫୋନ ନମ୍ବର : x

ଓଡିଶା ଶିଶୁ କିଶୋର ସାହିତ୍ୟ ଏକାଡେମୀର ମାନନୀୟ ସଦସ୍ୟ ଶ୍ରୀଯୁକ୍ତ ମାନସ ରଂଜନ ସାମଲଙ୍କ ର ଜନ୍ମ ୧୯୫୬ ମସିହା ମାର୍ଚ୍ଚ ୧୦ ତାରିଖରେ ଯାଜପୁର ଜିଲ୍ଲା ସିଂହ ପୁର ଗ୍ରାମରେ ହୋଇଥିଲା। ଓଡ଼ିଆ ଭାଷା ସାହିତ୍ୟରେ ସ୍ନାତକୋତ୍ତର ଉପାଧି ଲାଭ କରିବା ପରେ ସାରସ୍ୱତ ସାଧନା ରେ ନିଜକୁ ନିୟୋଜିତ କରି ଅନେକ ସାରସ୍ୱତ ସ୍ରୁଷ୍ଟି କରି ଚାଲିଛନ୍ତି। ନିଜର ସାଧନା ପାଇଁ ଲାଭ କରିଛନ୍ତି ଓଡିଶା ସାହିତ୍ୟ ଏକାଡେମୀ ପୁରସ୍କାର, ଏବଂ ବହୁ ଜାତୀୟ ପୁରସ୍କାର। ଆଜି ତାଙ୍କ ଜନ୍ମ ଦିନରେ ଏକାଡେମୀ ପକ୍ଷରୁ ଅଭିନନ୍ଦନ ଜଣାଉଅଛୁ। ମହାପ୍ରଭୁ ତାଙ୍କର ଅବସର ଦିନକୁ ସୁଖମୟ କରନ୍ତୁ, ଏତିକି ପ୍ରାର୍ଥନା।

ମିଳିଥିବା ଶୁଭେଚ୍ଛା ବାର୍ତ୍ତା

ପ୍ରିୟ ଲେଖକ/ ଲେଖିକାଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାନ୍ତୁ

ଆପଣଙ୍କ ନାମ / Name

ଆପଣଙ୍କ ଇମେଲ / ଫୋନ -Email or Phone No (the information will be not disclosed)

ଆପଣଙ୍କ ମତାମତ / Opinion