^ ^ଜନ୍ମଦିନର ଅନେକ ଅନେକ ଶୁଭକାମନା ^ ^
centered image
ପରିଚୟ

ଶ୍ରୀଯୁକ୍ତ ପ୍ରକାଶ ମଙ୍ଗରାଜ

ଜନ୍ମ ତାରିଖ ୧୯୬୪

ଠିକଣା : ଭୁବନେଶ୍ବର

ଫୋନ ନମ୍ବର : x

ଓଡ଼ିଶା ଶିଶୁ କିଶୋର ସାହିତ୍ୟ ଏକାଡେମୀର ମାନନୀୟ ସଦସ୍ୟ ଶ୍ରୀଯୁକ୍ତ ପ୍ରକାଶ ମଙ୍ଗରାଜଙ୍କର ଜନ୍ମ କେନ୍ଦ୍ରାପଡ଼ା ଜିଲ୍ଲାର ଚାନ୍ଦୋଳ ନିକଟ ମୁକୁନ୍ଦପୁର ଗ୍ରାମରେ୧୯୬୪ ମସିହା ପବିତ୍ର ଶିବ ରାତ୍ରି ଦିନ। ଶ୍ରୀଯୁକ୍ତ ମଙ୍ଗରାଜ ମାସିକ ଓଡିଆ ଶିଶୁ ପତ୍ରିକା -ଶିଶୁ ପ୍ରତିଭାର ସଂପାଦକ ଭାବେ ଓଡିଶାରେ ବେଶ୍ ପରିଚିତ। ଶ୍ରୀଯୁକ୍ତ ମଙ୍ଗରାଜ ରାଜନୀତି ବିଜ୍ଞାନରେ ସ୍ନାତ୍ତକୋତ୍ତର ଡିଗ୍ରୀ ଲାଭ କରିବା ପରେ ସାରସ୍ୱତ ସାଧନାରେ ନିଜକୁ ନିୟୋଜିତ କରି ସଫଳତା ଅର୍ଜନ କରିଛନ୍ତି। ଶ୍ରୀଯୁକ୍ତ ମଙ୍ଗରାଜଙ୍କର ଜନ୍ମ ଦିନରେ ଏକାଡେମୀ ପକ୍ଷରୁ ଅଭିନନ୍ଦନ ଜଣାଉଅଛୁ। ମହାପ୍ରଭୁ ଙ୍କ ଅପାର କରୁଣାରୁ ଶ୍ରୀଯୁକ୍ତ ମଙ୍ଗରାଜଙ୍କର ଚଲାପଥ କୁସୁମିତ ହେଉ,ଏତିକି କାମନା।

ମିଳିଥିବା ଶୁଭେଚ୍ଛା ବାର୍ତ୍ତା

ବିଜୟ କୁମାର ଛାଟୋଇ

01-03-2024 / 17:57:23

ଆପଣଙ୍କର ଦୀର୍ଘ ଓ ନିରାମୟ ଜୀବନ କାମନା କରୁଛି

ପ୍ରିୟ ଲେଖକ/ ଲେଖିକାଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାନ୍ତୁ

ଆପଣଙ୍କ ନାମ / Name

ଆପଣଙ୍କ ଇମେଲ / ଫୋନ -Email or Phone No (the information will be not disclosed)

ଆପଣଙ୍କ ମତାମତ / Opinion