^ ^ଜନ୍ମଦିନର ଅନେକ ଅନେକ ଶୁଭକାମନା ^ ^
centered image
ପରିଚୟ

ଶ୍ରୀଯୁକ୍ତ ପ୍ରଭାତ ଚନ୍ଦ୍ର ରଥ

ଜନ୍ମ ତାରିଖ ୦୩/୦୪/୧୯୫୬

ଠିକଣା : ପୁରୀ

ଫୋନ ନମ୍ବର : xx

ଓଡ଼ିଶା ଶିଶୁ କିଶୋର ସାହିତ୍ୟ ଏକାଡେମୀର ମାନନୀୟ ସଦସ୍ଯ ଶ୍ରୀଯୁକ୍ତ ପ୍ରଭାତ ଚନ୍ଦ୍ର ରଥଙ୍କର ଜନ୍ମ ୧୯୫୬ ମସିହା ଏପ୍ରିଲ୍ ୩ ତାରିଖରେ ପୁରୀ ଜିଲ୍ଲା ସତ୍ୟବାଦୀ ଥାନା ଅଳଗୁମ ଗ୍ରାମ ପଂଚାୟତର ଜୀପୁର ଗ୍ରାମରେ ହୋଇଥିଲା। ପିଲାଟି ଦିନରୁ ପିତା ଶ୍ରୀଯୁକ୍ତ ପୂର୍ଣଚନ୍ଦ୍ର ରଥ ଏବଂ ମାତା ଶ୍ରୀମତୀ ସାବିତ୍ରୀ ଦେବୀଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ସେ ନିଜକୁ ଆଦର୍ଶ ଛାତ୍ର ଭାବରେ ଗଢି ତୋଳି ଥିଲେ। ଜଣେ ଆଦର୍ଶ ଶିକ୍ଷକ ଭାବେ ଦୀର୍ଘକାଳ କର କାର୍ଯ କରି ସେ ଅବସର ଗ୍ରହଣ କରିଛନ୍ତି । ସାହିତ୍ୟ ସାଧନାରେ ନିଜକୁ ନିୟୋଜିତ କରି ସେ ୧୦ଖଣ୍ଡ ଉପାଦେୟ ପୁସ୍ତକ ରଚନା କରିଛନ୍ତି। ପାଇଛନ୍ତି ଅନେକ ପୁରସ୍କାର ଓ ସମ୍ବର୍ଧନା। ଆଜିର ୬୯ ତମ ଜନ୍ମ ଦିନରେ ଶ୍ରୀଯୁକ୍ତ ପ୍ରଭାତ ଚନ୍ଦ୍ର ରଥଙ୍କର ଦୀର୍ଘ ଜୀବନ କାମନା କରି ମହାପ୍ରଭୁଙ୍କ ନିକଟରେ ପ୍ରାର୍ଥନା କରୁଛୁ।

ମିଳିଥିବା ଶୁଭେଚ୍ଛା ବାର୍ତ୍ତା

ଜୟକୃଷ୍ଣ ସାହୁ

17-04-2024 / 10:51:00

ଜନ୍ମଦିନରେ ଅନେକେ ଅନେକ ଶୁଭେଚ୍ଛା ଓ ଅଭିନନ୍ଦନ, ପ୍ରଭାତ। ଜୟୀ ଭାଇ।

ପ୍ରିୟ ଲେଖକ/ ଲେଖିକାଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାନ୍ତୁ

ଆପଣଙ୍କ ନାମ / Name

ଆପଣଙ୍କ ଇମେଲ / ଫୋନ -Email or Phone No (the information will be not disclosed)

ଆପଣଙ୍କ ମତାମତ / Opinion