^ ^ଜନ୍ମଦିନର ଅନେକ ଅନେକ ଶୁଭକାମନା ^ ^
centered image
ପରିଚୟ

ଶ୍ରୀଯୁକ୍ତ ବୀରେନ୍ଦ୍ର ମହାନ୍ତି

ଜନ୍ମ ତାରିଖ ୦୮/୦୪/୧୯୬୨

ଠିକଣା : ପୁରୀ

ଫୋନ ନମ୍ବର : xx

ଓଡ଼ିଶା ଶିଶୁ କିଶୋର ସାହିତ୍ୟ ଏକାଡେମୀର ମାନନୀୟ ସାଧାରଣ ସଂପାଦକ ଶ୍ରୀଯୁକ୍ତ ବୀରେନ୍ଦ୍ର ମହାନ୍ତିଙ୍କର ଜନ୍ମ ୧୯୬୨ ମସିହା ଏପ୍ରିଲ୍ ୮ ତାରିଖ ରେ ପୁରୀ ଜିଲ୍ଲା ସତ୍ୟବାଦୀ ଥାନା ଅଳଗୁମ ଗ୍ରାମରେ ହୋଇଥିଲା । ପିଲାଟି ଦିନରୁ ପିତା ଶ୍ରୀଯୁକ୍ତ ଦାସରଥୀ ମହାନ୍ତି ଏବଂ ମାତା ଶ୍ରୀମତୀ ତିଳୋତ୍ତମା ମହାନ୍ତିଙ୍କର ଆଦର୍ଶରେ ଅନୁପ୍ରାଣିତ ହୋଇ ନିଜ ଜୀବନକୁ ଗଢି ତୋଳି ଥିଲେ। କର୍ମମୟ ଜୀବନ ସହିତ ସାରସ୍ୱତ ସାଧନାରେ ମନ ଦେଇ ସଫଳତା ଲାଭ କରି ଚାଲିଛନ୍ତି। ବର୍ତ୍ତମାନ ୩୦ ଖଣ୍ଡରୁ ଉର୍ଦ୍ଧ୍ବ ପୁସ୍ତକ ରଚନା କରିସାରିଛନ୍ତି। ସେ ମହାଶୟ, ଓଡ଼ିଶା ସାହିତ୍ୟ ଏକାଡେମୀ ତଥା କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ଲାଭକରି ସାରିଛନ୍ତି। ଆଜିର ୬୩ ତମ ଜନ୍ମଦିନରେ ଏକାଡେମୀ ପକ୍ଷରୁ ତାଙ୍କର ଦୀର୍ଘ ଜୀବନ କାମନା କରି ମହାପ୍ରଭୁଙ୍କ ନିକଟରେ ପ୍ରାର୍ଥନା କରୁଛୁ।

ମିଳିଥିବା ଶୁଭେଚ୍ଛା ବାର୍ତ୍ତା

ଜୟନ୍ତ କୁମୀର ଓଝୀ

08-04-2025 / 17:29:27

ଜନ୍ମ ଦିନର ସଶ୍ରଦ୍ଧ ଶୁଭେଚ୍ଛା। ଜଗନ୍ନାଥ ଆପଣଂକୁ ସୁସ୍ଥ ଓ ନିରୋଗ ରଖନ୍ତୁ। ଜୟ ଜଗନ୍ନାଥ।

ଜୟକୃଷ୍ଣ ସାହୁ

05-04-2025 / 14:15:40

ଦୀର୍ଘାୟୁ କାମନା କରୁଛି।

ବିଜୟକୁମାର ଛାଟୋଇ

02-04-2024 / 16:52:52

ଦୀର୍ଘାୟୁ କାମନା କରୁଛି

ଦେବେନ୍ଦ୍ର ଚୌଧୁରୀ

02-04-2024 / 11:52:51

ସ୍ଵନକ୍ଷତ୍ର ଶୁଭେଚ୍ଛା। ଜୟ ଜଗନ୍ନାଥ

ପ୍ରିୟ ଲେଖକ/ ଲେଖିକାଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାନ୍ତୁ

ଆପଣଙ୍କ ନାମ / Name

ଆପଣଙ୍କ ଇମେଲ / ଫୋନ -Email or Phone No (the information will be not disclosed)

ଆପଣଙ୍କ ମତାମତ / Opinion