^ ^ଜନ୍ମଦିନର ଅନେକ ଅନେକ ଶୁଭକାମନା ^ ^
centered image
ପରିଚୟ

ଶ୍ରୀଯୁକ୍ତ କୁଞ ବିହାରୀ ସାହୁ

ଜନ୍ମ ତାରିଖ ୦୬/୦୪/୧୯୬୩

ଠିକଣା : ଭୁବନେଶ୍ବର

ଫୋନ ନମ୍ବର : xx

ଓଡ଼ିଶା ଶିଶୁ କିଶୋର ସାହିତ୍ୟ ଏକାଡେମୀର ମାନନୀୟ ସଦସ୍ଯ ଶ୍ରୀଯୁକ୍ତ କୁଞ ବିହାରୀ ସାହୁଙ୍କର ଜନ୍ମ ୧୯୬୩ମସିହା ଏପ୍ରିଲ୍ ୬ ତାରିଖରେ ଗଞ୍ଜାମ ଜିଲ୍ଲା ଶୂରମଣୀ ଗ୍ରାମରେ ହୋଇଥିଲା। ପିତା ଶ୍ରୀ ରାଧାମୋହନ ସାହୁ ଏବଂ ମାତା ଶ୍ରୀମତୀ ସରୋଜିନୀ ସାହୁଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ସେ ନିଜ ଜୀବନକୁ ଗଢି ତୋଳି ଥିଲେ। ମୂର୍ତ୍ତିକା ସଂରକ୍ଷଣ ବିଭାଗରେ ଦୀର୍ଘ ବର୍ଷର କର୍ମମୟ ଜୀବନ ପରେ ନିଜକୁ ସାରସ୍ୱତ ସାଧନାରେ ହଜାଇ ଦେଇ ରଚନା କରିଛନ୍ତି ଅନେକ ପୁସ୍ତକ। ପାଇଛନ୍ତି ଅନେକ ପୁରସ୍କାର। ଆଜିର ୬୨ ତମ ଜନ୍ମଦିନରେ ଏକାଡେମୀ ପକ୍ଷରୁ ତାଙ୍କୁ ଅନେକ ଅଭିନନ୍ଦନ। ମହାପ୍ରଭୁଙ୍କ ଅପାର କରୁଣାରୁ ସେ ଦୀର୍ଘଜୀବୀ ହୁଅନ୍ତୁ, ଏତିକି ପ୍ରାର୍ଥନା।

ମିଳିଥିବା ଶୁଭେଚ୍ଛା ବାର୍ତ୍ତା

ବିଜୟକୁମାର ଛାଟୋଇ

02-04-2024 / 16:51:00

ଭଲରେ ଥାଆନ୍ତୁ

ପ୍ରିୟ ଲେଖକ/ ଲେଖିକାଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାନ୍ତୁ

ଆପଣଙ୍କ ନାମ / Name

ଆପଣଙ୍କ ଇମେଲ / ଫୋନ -Email or Phone No (the information will be not disclosed)

ଆପଣଙ୍କ ମତାମତ / Opinion