^ ^ଜନ୍ମଦିନର ଅନେକ ଅନେକ ଶୁଭକାମନା ^ ^
centered image
ପରିଚୟ

ଦେବେନ୍ଦ୍ର ଚୌଧୁରୀ

ଜନ୍ମ ତାରିଖ ୧୦/୦୪/୧୯୬୯

ଠିକଣା : ରାଉରକେଲା

ଫୋନ ନମ୍ବର : xx

ଓଡ଼ିଶା ଶିଶୁ କିଶୋର ସାହିତ୍ୟ ଏକାଡେମୀର ମାନନୀୟ ସଦସ୍ଯ ଶ୍ରୀଯୁକ୍ତ ଦେବେନ୍ଦ୍ର ଚୌଧୁରୀଙ୍କର ଜନ୍ମ ୧୯୬୯ ମସିହା ଏପ୍ରିଲ୍ ମାସ ୧୦ ତାରିଖରେ କେନ୍ଦ୍ରାପଡ଼ା ଜିଲ୍ଲା ନୂଆପଡା ନିକଟ ବିଚ଼ାର ଗ୍ରାମରେ ହୋଇଥିଲା। ପିଲାଟି ଦିନରୁ ପିତା ଶ୍ରୀଯୁକ୍ତ ଉଦୟନାଥ ଚୌଧୁରୀ ଏବଂ ମାତା ଶ୍ରୀମତୀ କୁନ୍ତଳା ଚୌଧୁରୀଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ସାରସ୍ୱତ ସାଧନାରେ ମନ ନିବେଶ କରିଥିଲେ। ଫଳ ସ୍ୱରୂପ ସେ ଲେଖିଛନ୍ତି ୭ ଖଣ୍ଡ ଉପାଦେୟ ପୁସ୍ତକ ଏବଂ ଲାଭ କରଛନ୍ତି ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର। ଆଜିର ୫୬ ତମ ଜନ୍ମଦିନରେ ତାଙ୍କୁ ଅନେକ ଶୁଭେଚ୍ଛା। ମହାପ୍ରଭୁଙ୍କ ନିକଟରେ ତାଙ୍କର ଦୀର୍ଘ ଜୀବନ କାମନା କରୁଛୁ।

ମିଳିଥିବା ଶୁଭେଚ୍ଛା ବାର୍ତ୍ତା

ପ୍ରିୟ ଲେଖକ/ ଲେଖିକାଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାନ୍ତୁ

ଆପଣଙ୍କ ନାମ / Name

ଆପଣଙ୍କ ଇମେଲ / ଫୋନ -Email or Phone No (the information will be not disclosed)

ଆପଣଙ୍କ ମତାମତ / Opinion