^ ^ଜନ୍ମଦିନର ଅନେକ ଅନେକ ଶୁଭକାମନା ^ ^
centered image
ପରିଚୟ

ଡକ୍ଟର ବିଜୟା ପାତ୍ର

ଜନ୍ମ ତାରିଖ ୧୮/୦୪/୧୯୬୩

ଠିକଣା : ଭୁବନେଶ୍ବର

ଫୋନ ନମ୍ବର : x

ଓଡ଼ିଶା ଶିଶୁ କିଶୋର ସାହିତ୍ୟ ଏକାଡେମୀର ମାନନୀୟା ସଦସ୍ୟା ଡକ୍ଟର ବିଜୟା ପାତ୍ରଙ୍କର ଜନ୍ମ ୧୯୬୩ ମସିହା ଏପ୍ରିଲ୍ ୧୮ ତାରିଖରେ ଫୁଲବାଣୀ ସହରରେ ହୋଇଥିଲା। ପିଲାଟି ଦିନରୁ ପିତା ଶ୍ରୀଯୁକ୍ତ ସୀମାଞ୍ଚଳ ପାତ୍ର ଏବଂ ମାତା ଶ୍ରୀମତୀ ବିନୋଦିନୀ ପାତ୍ରଙ୍କର ଆଦର୍ଶରେ ଅନୁପ୍ରାଣିତ ହୋଇ ସେ ସାରସ୍ୱତ ସାଧନାରେ ନିଜକୁ ନିୟୋଜିତ କରିଥିଲେ। କର୍ମମୟ ଜୀବନ ଭିତରେ ସାହିତ୍ୟ ସାଧନା କରି ବର୍ତ୍ତମାନ ସୁଦ୍ଧା ୬ ଖଣ୍ଡ ପୁସ୍ତକ ପ୍ରକାଶ କରିଛନ୍ତି । ଆଜି ୬୨ ତମ ଜନ୍ମ ଦିନରେ ତାଙ୍କୁ ଅନେକ ଅଭିନନ୍ଦନ। ଆମେ ତାଙ୍କର ଦୀର୍ଘ ଜୀବନ କାମନା କରି ମହାପ୍ରଭୁଙ୍କ ନିକଟରେ ପ୍ରାର୍ଥନା କରୁଛୁ ।

ମିଳିଥିବା ଶୁଭେଚ୍ଛା ବାର୍ତ୍ତା

ଜୟକୃଷ୍ଣ ସାହୁ

17-04-2024 / 11:25:53

ପବିତ୍ର ଜନ୍ମଦିନ ଅଵସରେ ଶୁଭେଚ୍ଛା ଓ ଶୁଭକାମନା ଜଣାଉଛି।

ପ୍ରିୟ ଲେଖକ/ ଲେଖିକାଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାନ୍ତୁ

ଆପଣଙ୍କ ନାମ / Name

ଆପଣଙ୍କ ଇମେଲ / ଫୋନ -Email or Phone No (the information will be not disclosed)

ଆପଣଙ୍କ ମତାମତ / Opinion