^ ^ଜନ୍ମଦିନର ଅନେକ ଅନେକ ଶୁଭକାମନା ^ ^
centered image
ପରିଚୟ

ସୁଶ୍ରୀ ସଂଯୁକ୍ତା ପରିଛା

ଜନ୍ମ ତାରିଖ ୨୨/୦୪/୧୯୬୦

ଠିକଣା : ବଲାଙ୍ଗିର

ଫୋନ ନମ୍ବର : x

ଓଡ଼ିଶା ଶିଶୁ କିଶୋର ସାହିତ୍ୟ ଏକାଡେମୀର ମାନନୀୟା ସଦସ୍ୟା ସୁଶ୍ରୀ ସଂଯୁକ୍ତା ପରିଛାଙ୍କର ଜନ୍ମ ୧୯୬୦ ମସିହା ଏପ୍ରିଲ୍ ୨୨ ତାରିଖରେ ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ଠାରେ ହୋଇଥିଲା। ପିଲାଟି ଦିନରୁ ପିତା ଶ୍ରୀଯୁକ୍ତ ବିପିନ୍ ବିହାରୀ ପରିଛା ଏବଂ ମାତା ଶ୍ରୀମତୀ ସୌଭାଗ୍ଯ ମଞରୀ ପରିଛାଙ୍କର ଆଦର୍ଶରେ ଅନୁପ୍ରାଣିତ ହୋଇ ସେ ସାରସ୍ୱତ ସାଧନାରେ ନିଜକୁ ନିୟୋଜିତ କରି ଥିଲେ। ଜଣେ ଆଦର୍ଶ ଶିକ୍ଷୟିତ୍ରୀ ଭାବେ ସେ ଲାଭ କରିଛନ୍ତି ରାଜ୍ୟ ପୁରସ୍କାର। ବର୍ତ୍ତମାନ ସୁଦ୍ଧା ତାଙ୍କର ୫ ଖଣ୍ଡ ପୁସ୍ତକ ପ୍ରକାଶିତ। ଆଜି ୬୫ ତମ ଜନ୍ମଦିନରେ ତାଙ୍କୁ ଅନେକ ଅଭିନନ୍ଦନ। ଆମେ ତାଙ୍କର ଦୀର୍ଘଜୀବନ କାମନା କରି ମହାପ୍ରଭୁଙ୍କ ନିକଟରେ ପ୍ରାର୍ଥନା କରୁଛୁ ।

ମିଳିଥିବା ଶୁଭେଚ୍ଛା ବାର୍ତ୍ତା

ପ୍ରିୟ ଲେଖକ/ ଲେଖିକାଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାନ୍ତୁ

ଆପଣଙ୍କ ନାମ / Name

ଆପଣଙ୍କ ଇମେଲ / ଫୋନ -Email or Phone No (the information will be not disclosed)

ଆପଣଙ୍କ ମତାମତ / Opinion