^ ^ଜନ୍ମଦିନର ଅନେକ ଅନେକ ଶୁଭକାମନା ^ ^
centered image
ପରିଚୟ

ଶ୍ରୀଯୁକ୍ତ ହରିହର ଶୁକ୍ଲ

ଜନ୍ମ ତାରିଖ ୧୩/୦୪/୧୯୬୧

ଠିକଣା : ଭୁବନେଶ୍ବର

ଫୋନ ନମ୍ବର : x

ଓଡ଼ିଶା ଶିଶୁ କିଶୋର ସାହିତ୍ୟ ଏକାଡେମୀର ମାନନୀୟ ସଦସ୍ଯ ଶ୍ରୀଯୁକ୍ତ ହରିହର ଶୁକ୍ଲଙ୍କର ଜନ୍ମ ୧୯୬୧ ମସିହା ଏପ୍ରିଲ୍ ୧୩ ତାରିଖରେ ଭଦ୍ରକ ଜିଲ୍ଲା ରମ୍ଭିଳା ଗ୍ରାମରେ ହୋଇଥିଲା। ପିଲାଟି ଦିନରୁ ପିତା ଶ୍ରୀଯୁକ୍ତ ଭଗବାନ ଶୁକ୍ଲ ଏବଂ ମାତା ଶ୍ରୀମତୀ କଞ୍ଚନ ଶୁକ୍ଲଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ସେ ନିଜକୁ ସାରସ୍ୱତ ସାଧନାରେ ନିୟୋଜିତ କରିଥିଲେ । କର୍ମମୟ ଜୀବନ ସହିତ ତାଙ୍କର ସାହିତ୍ୟ ସାଧନା ଅବ୍ଯାହତ ରହିଛି । ସେ ଲାଭ କରିଛନ୍ତି ଅନେକ ପୁରସ୍କାର। ସେ ପ୍ରତିଷ୍ଠିତ ସାହିତ୍ୟ ପତ୍ରିକା ସୃଜନୀର ସୁଯୋଗ୍ୟ ସଂପାଦକ। ଆଜି ୬୪ ତମ ଜନ୍ମ ଦିନରେ ତାଙ୍କୁ ଅନେକ ଅଭିନନ୍ଦନ। ଆମେ ଶ୍ରୀଯୁକ୍ତ ହରିହର ଶୁକ୍ଲଙ୍କର ଦୀର୍ଘ ଜୀବନ କାମନା କରି ମହାପ୍ରଭୁଙ୍କ ନିକଟରେ ପ୍ରାର୍ଥନା କରୁଛୁ ।

ମିଳିଥିବା ଶୁଭେଚ୍ଛା ବାର୍ତ୍ତା

ଦେବେନ୍ଦ୍ର ଚୌଧୁରୀ

02-04-2024 / 11:55:29

ମୋ ପ୍ରିୟ କବିଙ୍କୁ ଜନ୍ମଦିନ ର ଆନ୍ତରିକ ଶୁଭେଚ୍ଛା । ଏମିତି ଚିର ସବୁଜ ରହି ଥାଆନ୍ତୁ ।

ପ୍ରିୟ ଲେଖକ/ ଲେଖିକାଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାନ୍ତୁ

ଆପଣଙ୍କ ନାମ / Name

ଆପଣଙ୍କ ଇମେଲ / ଫୋନ -Email or Phone No (the information will be not disclosed)

ଆପଣଙ୍କ ମତାମତ / Opinion