^ ^ଜନ୍ମଦିନର ଅନେକ ଅନେକ ଶୁଭକାମନା ^ ^
centered image
ପରିଚୟ

ଶ୍ରୀମତୀ ପ୍ରଭାତ ନଳିନୀ ପ୍ରଧାନ

ଜନ୍ମ ତାରିଖ ୨୭/୦୪/୧୯୬୬

ଠିକଣା : ନୟାଗଡ

ଫୋନ ନମ୍ବର : x

ଓଡ଼ିଶା ଶିଶୁ କିଶୋର ସାହିତ୍ୟ ଏକାଡେମୀ ର ମାନନୀୟା ସଦସ୍ୟା ଶ୍ରୀମତୀ ପ୍ରଭାତ ନଳିନୀ ପ୍ରଧାନଙ୍କର ଜନ୍ମ ୧୯୬୬ ମସିହା ଏପ୍ରିଲ୍ ୨୭ ତାରିଖରେ ନୟାଗଡ଼ ଜିଲ୍ଲା ଜଗନ୍ନାଥ ପ୍ରସାଦଠାରେ ହୋଇଥିଲା। ପିଲାଟି ଦିନରୁ ପିତା ଶ୍ରୀଯୁକ୍ତ ବୀଣାଧର ପ୍ରଧାନ ଏବଂ ମାତା ଶ୍ରୀମତୀ ଚିନାମଣୀ ପ୍ରଧାନଙ୍କର ଆଦର୍ଶରେ ଅନୁପ୍ରାଣିତ ହୋଇ ସେ ସାରସ୍ୱତ ସାଧନାରେ ନିଜକୁ ନିୟୋଜିତ କରି ଥିଲେ। ନିଜର କର୍ମମୟ ଜୀବନ ସହିତ ସାହିତ୍ୟ ସାଧନାରେ ମନଦେଇ ବର୍ତ୍ତମାନ ସୁଦ୍ଧା ୧୦ ଖଣ୍ଡ ପୁସ୍ତକ ପ୍ରକାଶ କରିଅଛନ୍ତି । ନିଜର ସାହିତ୍ଯ ସାଧନା ପାଇଁ ଲାଭ କରିଛନ୍ତି ଅନେକ ପୁରସ୍କାର। ଆଜି ୫୯ ତମ ଜନ୍ମ ଦିନରେ ତାଙ୍କୁ ଅନେକ ଅଭିନନ୍ଦନ। ଆମେ ତାଙ୍କର ଦୀର୍ଘ ଜୀବନ କାମନା କରି ମହାପ୍ରଭୁଙ୍କ ନିକଟରେ ପ୍ରାର୍ଥନା କରୁଛୁ ।

ମିଳିଥିବା ଶୁଭେଚ୍ଛା ବାର୍ତ୍ତା

ପ୍ରିୟ ଲେଖକ/ ଲେଖିକାଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାନ୍ତୁ

ଆପଣଙ୍କ ନାମ / Name

ଆପଣଙ୍କ ଇମେଲ / ଫୋନ -Email or Phone No (the information will be not disclosed)

ଆପଣଙ୍କ ମତାମତ / Opinion