^ ^ଜନ୍ମଦିନର ଅନେକ ଅନେକ ଶୁଭକାମନା ^ ^
centered image
ପରିଚୟ

ଶ୍ରୀମତୀ ନିବେଦିତା ଦାସ

ଜନ୍ମ ତାରିଖ ୦୨/୦୪/୧୯୬୪

ଠିକଣା : ଯାଜପୁର

ଫୋନ ନମ୍ବର : x

ଶ୍ରୀମତୀ ନିବେଦିତା ଦାସଙ୍କର ୧୯୬୪ ମସିହା ଏପ୍ରିଲ୍ ୨ ତାରିଖରେ ଯାଜପୁର ଜିଲ୍ଲା ଭୋଟକା ଗ୍ରାମରେ ଜନ୍ମ ହୋଇଥିଲା। ପିଲାଟି ଦିନରୁ ପିତା ଶ୍ରୀଯୁକ୍ତ ଲମ୍ବୋଦର ଦାସ ଏବଂ ମାତା ଶ୍ରୀମତୀ ସୂର୍ୟ୍ଯକାନ୍ତୀ ଦାସଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ସାରସ୍ୱତ ସାଧନାରେ ନିଜକୁ ନିୟୋଜିତ କରି ନିଜର ସ୍ୱତନ୍ତ୍ର ପରିଚୟ ସ୍ରୁଷ୍ଟି କରି ପାରିଛନ୍ତି। ଆଜି ୬୨ ତମ ଜନ୍ମ ଦିନରେ ଆମେ ତାଙ୍କର ଦୀର୍ଘ ଜୀବନ କାମନା କରି ମହାପ୍ରଭୁଙ୍କ ନିକଟରେ ପ୍ରାର୍ଥନା କରୁଅଛୁ ।

ମିଳିଥିବା ଶୁଭେଚ୍ଛା ବାର୍ତ୍ତା

ବିରଞ୍ଚି ନାରାୟଣ ଦାଶ

02-04-2024 / 22:34:09

ଜନ୍ମ ଦିନର ଅନେକ ଅନେକ ଅଭିନନ୍ଦନ।

ପ୍ରିୟ ଲେଖକ/ ଲେଖିକାଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାନ୍ତୁ

ଆପଣଙ୍କ ନାମ / Name

ଆପଣଙ୍କ ଇମେଲ / ଫୋନ -Email or Phone No (the information will be not disclosed)

ଆପଣଙ୍କ ମତାମତ / Opinion