^ ^ଜନ୍ମଦିନର ଅନେକ ଅନେକ ଶୁଭକାମନା ^ ^
centered image
ପରିଚୟ

ଶ୍ରୀମତୀ ନଳିନୀ ପ୍ରଭା ନାୟକ

ଜନ୍ମ ତାରିଖ ୦୧/୦୧/୧୯୫୩

ଠିକଣା : କେନ୍ଦ୍ରାପଡ଼ା

ଫୋନ ନମ୍ବର : x

ଓଡ଼ିଶା ଶିଶୁ କିଶୋର ସାହିତ୍ୟ ଏକାଡେମୀର ମାନନୀୟା ସଦସ୍ୟା ଶ୍ରୀମତୀ ନଳିନୀ ପ୍ରଭା ନାୟକଙ୍କର ଜନ୍ମ ୧୯୫୩ ମସିହା ମଇ ମାସ ୧ ତାରିଖରେ କେନ୍ଦ୍ରାପଡ଼ା ଜିଲ୍ଲାର ପଟ୍ଟାମୁଣ୍ଡାଇ ଠାରେ ହୋଇଥିଲା। ପିତା ପ୍ରହଲ୍ଲାଦ ନାଥ ଏବଂ ମାତା ସାବିତ୍ରୀ ନାଥ ଙ୍କର ଆଶୀର୍ବାଦରୁ ସାରସ୍ୱତ ସାଧନାରେ ନିଜକୁ ନିୟୋଜିତ କରି ଜଣେ ସଫଳ ସାହିତ୍ୟିକା ହେଇପାରିଛନ୍ତି। ଆଜି ୭୧ ତମ ଜନ୍ମ ଦିନରେ ଶ୍ରୀମତୀ ନଳିନୀ ପ୍ରଭା ନାୟକଙ୍କୁ ଅଭିନନ୍ଦନ। ତାଙ୍କର ଦୀର୍ଘ ଜୀବନ କାମନା କରି ମହାପ୍ରଭୁଙ୍କ ନିକଟରେ ପ୍ରାର୍ଥନା କରୁଛୁ ।

ମିଳିଥିବା ଶୁଭେଚ୍ଛା ବାର୍ତ୍ତା

ଅନ୍ତର୍ଯ୍ୟାମୀ ବେଜ

01-01-2026 / 14:17:48

ଭଗବାନଙ୍କ କୃପାରୁ ଦୀର୍ଘାୟୁ ରୁହନ୍ତୁ

ପ୍ରିୟ ଲେଖକ/ ଲେଖିକାଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାନ୍ତୁ

ଆପଣଙ୍କ ନାମ / Name

ଆପଣଙ୍କ ଇମେଲ / ଫୋନ -Email or Phone No (the information will be not disclosed)

ଆପଣଙ୍କ ମତାମତ / Opinion