^ ^ଜନ୍ମଦିନର ଅନେକ ଅନେକ ଶୁଭକାମନା ^ ^
centered image
ପରିଚୟ

ଶ୍ରୀଯୁକ୍ତ ରାଧା ମାଧବ ରଥ

ଜନ୍ମ ତାରିଖ ୨୫/୦୬/୧୯୫୫

ଠିକଣା : ପୁରୀ

ଫୋନ ନମ୍ବର : x

ଓଡ଼ିଶା ଶିଶୁ କିଶୋର ସାହିତ୍ୟ ଏକାଡେମୀ ର ମାନନୀୟ ସଦସ୍ୟ ଶ୍ରୀଯୁକ୍ତ ରାଧା ମାଧବ ରଥ ଙ୍କର ଜନ୍ମ ୧୯୫୫ ମସିହା ଜୁନ୍ ମାସ ୨୫ ତାରିଖରେ ପୁରୀ ଜିଲ୍ଲା ଚନ୍ଦନପୁର ଥାନା ବୀରନରସିଂହପୁର ଗ୍ରାମରେ ହୋଇ ଥିଲା। ପିତା ଶ୍ରୀ ଉଦୟନାଥ ରଥ ଏବଂ ମାତା ବସନ୍ତ କୁମାରୀ ରଥଙ୍କର ଆଶୀର୍ବାଦରୁ ନିଜର ସାଧନା ବଳରେ ଜଣେ ସଫଳ ଶିକ୍ଷାବିତ୍ ଭାବରେ ନିଜକୁ ପ୍ରତିଷ୍ଠିତ କରିବା ସହ ସାରସ୍ୱତ ସାଧନାରେ ମନନିବେଶ କରି ୭ ଖଣ୍ଡ ଶିଶୁ ଉପନ୍ୟାସ ଓ ଗୋଟିଏ ଗଳ୍ପ ପୁସ୍ତକ ରଚନା କରିଛନ୍ତି। ଆଜି ୭୦ ତମ ଜନ୍ମ ଦିନରେ ଆମେ ତାଙ୍କର ଦୀର୍ଘ ଜୀବନ କାମନା କରୁଛୁ । ତାଙ୍କର ଚଲାପଥ କୁସୁମିତ ହେଉ, ଏତିକି ପ୍ରାର୍ଥନା କରୁଛୁ।

ମିଳିଥିବା ଶୁଭେଚ୍ଛା ବାର୍ତ୍ତା

ପ୍ରିୟ ଲେଖକ/ ଲେଖିକାଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାନ୍ତୁ

ଆପଣଙ୍କ ନାମ / Name

ଆପଣଙ୍କ ଇମେଲ / ଫୋନ -Email or Phone No (the information will be not disclosed)

ଆପଣଙ୍କ ମତାମତ / Opinion